ଓଡ଼ିଶାଲାଇଭ୍ ବ୍ୟୁରୋ

ଓଡ଼ିଶା ପୋଷ୍ଟାଲ ସର୍କଲରେ ମୋଟ ୨୦୬୦ ଗ୍ରାମୀଣ ଡାକ ସେବକ ପଦବୀ ପାଇଁ ନିଯୁକ୍ତି ବିଜ୍ଞପ୍ତି ପ୍ରକାଶ ପାଇଛି। ଇଚ୍ଛୁକ ପ୍ରାର୍ଥୀମାନେ ଅନଲାଇଲ୍ ମାଧ୍ୟମରେ ସେପ୍ଟେମ୍ଵର ୩୦ ପୂର୍ବରୁ ଆବେଦନ କରିପାରିବେ। ଜାଣନ୍ତୁ ଆବେଦନ କରିବା ପାଇଁ କ’ଣ ସବୁ ନିୟମ ରହିଛି।

ପଦବୀ ସଂଖ୍ୟା – ୨୦୬୦

  • ବ୍ରାଞ୍ଚ୍ ପୋଷ୍ଟ ମାଷ୍ଟର
  • ସହକାରୀ ବ୍ରାଞ୍ଚ୍ ପୋଷ୍ଟ ମାଷ୍ଟର
  • ଡାକ ସେବକ

ଆବେଦନ ପାଇଁ ଶେଷ ତାରିଖ – ୩୦ ସେପ୍ଟେମ୍ଵର ୨୦୨୦

ଆବେଦନ ପାଇଁ ବୟସ ଅବଧି –

  • ସର୍ବନିମ୍ନ ୧୮ ବର୍ଷ
  • ସର୍ବାଧିକ ୪୦ ବର୍ଷ

ବେତନ –

  • ବ୍ରାଞ୍ଚ୍ ପୋଷ୍ଟ ମାଷ୍ଟର – ୧୨,୦୦୦ ରୁ ୧୪,୫୦୦ ଟଙ୍କା
  • ସହକାରୀ ବ୍ରାଞ୍ଚ୍ ପୋଷ୍ଟ ମାଷ୍ଟର ଏବଂ ଡାକ ସେବକ – ୧୦,୦୦୦ ରୁ ୧୨,୦୦୦ ଟଙ୍କା

ଆବେଦନ ଫି –

  • ୧୦୦ ଟଙ୍କା
  • SC/ST ଏବଂ PWD ବର୍ଗର ପ୍ରାର୍ଥୀମାନଙ୍କ ପାଇଁ ଆବେଦନ ମାଗଣା।

ଶିକ୍ଷାଗତ ଯୋଗ୍ୟତା –

  • ମାଟ୍ରିକ ପାସ୍ କରିଥିବା ଆବଶ୍ୟକ।
  • ଆଞ୍ଚଳିକ ଭାଷା ଜାଣିଥିବା ଆବଶ୍ୟକ।
  • ଯେକୌଣସି ସରକାରୀ କିମ୍ଵା ବେସରକାରୀ ଅନୁଷ୍ଠାନରୁ ସର୍ବନିମ୍ନ ୬ ମାସ ପର୍ଯ୍ୟନ୍ତ କମ୍ପ୍ୟୁଟର ଶିକ୍ଷା ଲାଭ କରିଥିବା ଆବଶ୍ୟକ।

ଅଧିକ ସୂଚନା ପାଇଁ କ୍ଲିକ୍ କରନ୍ତୁ।

LEAVE A REPLY

Please enter your comment!
Please enter your name here