ଓଡ଼ିଶାଲାଇଭ୍ କରୋନା ବ୍ୟୁରୋ
- ଦିନକରେ ୩,୦୬୭ ଆକ୍ରାନ୍ତ
- କ୍ଵାରେଣ୍ଟାଇନ୍ରୁ ୧,୮୦୯ ଜଣ ଓ ସ୍ଥାନୀୟ ଅଞ୍ଚଳରୁ ୧,୨୫୮ ଜଣ ଆକ୍ରାନ୍ତ ଚିହ୍ନଟ
- ମୋଟ କରୋନା ପଜିଟିଭ୍ ସଂଖ୍ୟା ୨,୧୫,୬୭୬କୁ ବୃଦ୍ଧି
ରାଜ୍ୟରେ କରୋନା ସଂକ୍ରମଣ କ୍ରମାଗତ ବୃଦ୍ଧି ପାଉଛି। ଆଜି ସମସ୍ତ ୩୦ଟି ଜିଲ୍ଲା ଓ ଷ୍ଟେଟ୍ ପୁଲ୍ରୁ ପୁଣି ୩,୦୬୭ ଜଣ କରୋନା ପଜିଟିଭ୍ ଚିହ୍ନଟ ହୋଇଛନ୍ତି। ସେଥିମଧ୍ୟରେ କ୍ଵାରେଣ୍ଟାଇନ୍ରୁ ୧,୮୦୯ ଜଣ ଓ ସ୍ଥାନୀୟ ଅଞ୍ଚଳରୁ ୧,୨୫୮ ଜଣ ଆକ୍ରାନ୍ତ ଅଛନ୍ତି। ଏନେଇ ରାଜ୍ୟ ସୂଚନା ଓ ଲୋକସମ୍ପର୍କ ବିଭାଗ ପକ୍ଷରୁ ସୂଚନା ମିଳିଛି।
Covid-19 Report For 28th September
New Positive Cases: 3067
In quarantine: 1809
Local contacts: 1258(Details of local contacts will be shared by concerned Dist Administration)
District Wise Cases
1. Angul: 129
2. Balasore: 146
3. Bargarh: 69
4. Bhadrak: 59
5. Balangir: 78— I & PR Department, Odisha (@IPR_Odisha) September 29, 2020
ଆଜି ଖୋର୍ଦ୍ଧା ଜିଲ୍ଲାରୁ ସର୍ବାଧିକ ୫୫୫ ଜଣ କରୋନା ଆକ୍ରାନ୍ତ ଚିହ୍ନଟ ହୋଇଛନ୍ତି। ସେହିପରି କଟକରୁ ୨୩୦ ଜଣ, ଷ୍ଟେଟ୍ ପୁଲ୍ରୁ ୨୧୧ ଜଣ, ପୁରୀରୁ ୧୭୮ ଜଣ, ବାଲେଶ୍ଵରରୁ ୧୪୬ ଜଣ, ମୟୂରଭଞ୍ଜରୁ ୧୪୩ ଜଣ ଓ ଅନୁଗୁଳରୁ ୧୨୯ ଜଣ ପଜିଟିଭ୍ ଅଛନ୍ତି।
22. Mayurbhanj: 143
23. Nawarangpur: 58
24. Nayagarh: 68
25. Nuapada: 85
26. Puri: 178
27. Rayagada: 41
28. Sambalpur: 98
29. Sonepur: 22
30. Sundargarh: 62
31. State Pool: 211New Recoveries: 4014
Cumulative Tested: 3200852
Positive: 215676
Recovered: 177585
Active Cases: 37210— I & PR Department, Odisha (@IPR_Odisha) September 29, 2020
ଆଜିର ଆକ୍ରାନ୍ତଙ୍କୁ ମିଶାଇ ରାଜ୍ୟରେ ମୋଟ କରୋନା ପଜିଟିଭ୍ ସଂଖ୍ୟା ୨,୧୫,୬୭୬କୁ ବୃଦ୍ଧି ପାଇଛି। ସେଥିମଧ୍ୟରୁ ୧,୭୭,୫୮୫ ଜଣ ସୁସ୍ଥ ହୋଇଥିବା ବେଳେ ୩୭,୨୧୦ ଜଣ ଚିକିତ୍ସାଧୀନ ଅଛନ୍ତି।![]()


















