ଓଡ଼ିଶାଲାଇଭ୍ ବ୍ୟୁରୋ

ରବିବାର ଆଇପିଏଲରେ ଦେଖିବାକୁ ମିଳିବ ଦୁଇଟି ହାଇଭୋଲଟେଜ୍ ମୁକାବିଲା। ଯାହାର ପ୍ରଥମ ମ୍ୟାଚରେ ଭେଟାଭେଟି ହେବେ ମୁମ୍ବାଇ ଇଣ୍ଡିଆନ୍ସ ଓ ସନରାଇଜର୍ସ। ଅପରାହ୍ଣ ସାଢ଼େ ୩ଟାରେ ଏହି ମ୍ୟାଚ୍ ଶାରଜାରେ ଖେଳାଯିବ।

ମୁମ୍ବାଇ ଇଣ୍ଡିଆନ୍ସ ଗତ ମ୍ୟାଚରେ ଦମଦାର ବିଜୟ କରିଥିବାରୁ ଦୃଢ଼ ମନୋବଳ ସହ ପଡ଼ିଆକୁ ଓହ୍ଲାଇବ। ଅନ୍ୟପଟରେ ହାଇଦ୍ରାବାଦ ମଧ୍ୟ ଚେନ୍ନାଇକୁ ଚିତ୍ କରିଥିବାରୁ ଏହି ମ୍ୟାଚରେ ବିଜୟ ଲକ୍ଷ୍ୟ ରଖିଛି।

ମୁମ୍ଵାଇ ଇଣ୍ଡିଆନ୍ସ

ରୋହିତ୍ ଶର୍ମା(ଅଧିନାୟକ), ଆଦିତ୍ୟ ତାରେ, ଅନମୋଲ୍ ପ୍ରୀତ୍ ସିଂହ, ଅନୁକୁଲ୍ ରାୟ, ଧବଲ୍ କୁଲ୍କର୍ଣ୍ଣି, ହାର୍ଦ୍ଦିକ ପାଣ୍ଡ୍ୟା, ଇଶାନ୍ କିଷନ୍, ଜଶପ୍ରୀତ୍ ବୁମ୍ରା, ଜୟନ୍ତ ଯାଦବ, କିରଣ ପୋଲାର୍ଡ, କ୍ରୁନାଲ୍ ପାଣ୍ଡ୍ୟା, ମିଚେଲ ମାକ୍ଲେନ୍ଗାନ୍, କ୍ୱିଣ୍ଟନ ଡିକକ୍, ରାହୁଲ ଚହର, ସର୍ଫାନ ରାଦରଫୋର୍ଡ, ସୂର୍ଯ୍ୟ କୁମାର ଯାଦବ, ଟ୍ରେଣ୍ଟ ବୋଲ୍ଟ, ନାଥନ୍ କୁଲ୍ଟରନିଲ୍, ସୌରଭ ତିଓ୍ଵାରୀ, ମୋସିନ୍ ଖାନ୍, ଦିଗବିଜୟ ଦେଶମୁଖ, ପ୍ରିନ୍ସ ବଲବନ୍ତ ରାୟ ସିଂ।

ସନରାଇଜର୍ସ ହାଇଦ୍ରାବାଦ୍

ଡେଭିଡ ଓ୍ଵାର୍ଣ୍ଣର(ଅଧିନାୟକ), ରସିଦ୍ ଖାନ୍, ସଞ୍ଜୟ ଯାଦବ, ବର୍ଦ୍ଧମାନ ଶାହା, ଖଲିଲ୍ ଅହମ୍ମଦ, ସନ୍ଦୀପ ଶର୍ମା, ଅବ୍ଦୁନ ସାମଦ୍, ମାଇକେଲ୍ ମର୍ସ, ଶ୍ରୀଭଟ୍ସ ଗେସ୍ଵାମୀ, ମହମ୍ମଦ ନବି, ଫଆବିଆନ୍ ଆଲେନ୍, ଅଭିଶେକ୍ ଶର୍ମା, ବସିଲ ଥାମ୍ପି, ବିଲ୍ଲି ଷ୍ଟାନଲେକ୍, ସନ୍ଦୀପ ବାଭାନ୍କା, ଭୁବନେଶ୍ଵର କୁମାର, ବିରାଟ ସିଂହ, ନଟରାଜନ୍, କେନ୍ ଓ୍ଵିଲିୟମ୍, ସାହାବାଜ୍ ନାଦିମ୍, ଜନି ବାଇରଷ୍ଟୋ, ମନିଷ୍ ପାଣ୍ଡେ, ବିଜୟ ଶଙ୍କର, ସିଦ୍ଧାର୍ଥ କୌଲ୍, ପ୍ରିୟମ୍ ଗର୍ଗ।

Comment