ଓଡ଼ିଶାଲାଇଭ୍ ବ୍ୟୁରୋ

ରାଜ୍ୟରୁ ଗତ ୨୪ ଘଣ୍ଟାରେ ଚିହ୍ନଟ ହୋଇଛନ୍ତି ୨୫୧ ନୂଆ କୋଭିଡ୍ ପଜିଟିଭ୍। ଏଥିସହ ରାଜ୍ୟରେ କରୋନା ଆକ୍ରାନ୍ତଙ୍କ ସଂଖ୍ୟା ୩ ଲକ୍ଷ ୩୦ ହଜାର ଟପିଛି। ଏପଟେ କରୋନାରେ ଆକ୍ରାନ୍ତ ଥିବା ଆଉ ୪ ଆକ୍ରାନ୍ତ ଶୁକ୍ରବାର ଆଖି ବୁଜିଥିବା ନେଇ ସ୍ୱାସ୍ଥ୍ୟ ବିଭାଗ ରିପୋର୍ଟ ଦେଇଛି।
Covid-19 Report For 1st January, 2021
New Positive Cases: 251
In quarantine: 148
Local contacts: 103(Details of local contacts will be shared by concerned Dist Administration)
District Wise Cases:
1. Angul: 31
2. Balasore: 8
3. Bargarh: 15
4. Bhadrak: 1
5. Balangir: 13— I & PR Department, Odisha (@IPR_Odisha) January 2, 2021
ଶୁକ୍ରବାର ସର୍ବାଧିକ ସମ୍ବଲପୁର ଜିଲ୍ଲାରୁ ୩୫ ଜଣ ସଂକ୍ରମିତ ଚିହ୍ନଟ ହୋଇଛନ୍ତି। ଏଥିସହ ଅନୁଗୁଳରୁ ୩୧, ବରଗଡ଼ରୁ ୧୫, ବଲାଙ୍ଗିରରୁ ୧୩, ସୁନ୍ଦରଗଡ଼ରୁ ୩୪, ନୂଆପଡ଼ାରୁ ୨୩ ଓ ଖୋର୍ଦ୍ଧାରୁ ୧୪ ଜଣ ପଜିଟିଭ୍ ଚିହ୍ନଟ ହୋଇଛନ୍ତି।
21. Sonepur: 1
22. Sundargarh: 34
23. State Pool: 3New recoveries: 301
Cumulative tested: 7000844
Positive: 330117
Recovered: 325733
Active cases: 2451— I & PR Department, Odisha (@IPR_Odisha) January 2, 2021
ଏହାକୁ ମିଶାଇ ରାଜ୍ୟରେ ଏବେ ମୋଟ୍ କୋଭିଡ୍ ଆକ୍ରାନ୍ତଙ୍କ ସଂଖ୍ୟା ୩,୩୦,୧୧୭କୁ ବୃଦ୍ଧି ପାଇଛି। ସେଥିମଧ୍ୟରୁ ୩,୨୫,୭୩୩ ଜଣ ସୁସ୍ଥ ହୋଇସାରିଥିବାବେଳେ ଏବେ ବି ୨୪୫୧ ଜଣ ଆକ୍ରାନ୍ତ କରୋନାରେ ସକ୍ରିୟ ଅଛନ୍ତି ବୋଲି ରିପୋର୍ଟ ରହିଛି।


















