ଓଡ଼ିଶା ସିଭିଲ ସର୍ଭିସ ପରୀକ୍ଷାରେ ସଫଳତା ହାସଲ କରିଛନ୍ତି ତପତି ରାଜ। ପ୍ରଥମ ଚେଷ୍ଟାରେ ଓସିଏସ୍ ପରୀକ୍ଷାରେ ସଫଳ ହୋଇଛନ୍ତି କଟକ ନିଆଳିର ତପତି। ବେଙ୍ଗାଳୁରୁରେ ଚାକିରି କରିବା ସହ ପରୀକ୍ଷା ପାଇଁ ନିଜକୁ ପ୍ରସ୍ତୁତ କରୁଥିଲେ ତପତି। ଦେଖନ୍ତୁ ଭିଡିଓ।

Comment