ଓଡ଼ିଶାଲାଇଭ୍ ବ୍ୟୁରୋ

ବାଲେଶ୍ୱର ଜିଲ୍ଲା ବାହାନଗାଠାରେ ଘଟିଥିବା ଟ୍ରେନ୍ ଟ୍ରାଜେଡ଼ି ସାରା ଭାରତର ଛାତି ଥରାଇଦେଇଛି। ଏଭଳି ଦୁର୍ଘଟଣାକୁ ଭାରତୀୟ ରେଳ ଇତିହାସର ସବୁଠୁ ବଡ଼ ମର୍ମନ୍ତୁଦ ଟ୍ରେନ୍ ଦୁର୍ଘଟଣା ବୋଲି କୁହାଯାଉଛି। ଦେଶରେ ପୂର୍ବରୁ ଘଟିଥିବା ଆଉ କିଛି ବଡ଼ ଟ୍ରେନ୍ ଦୁର୍ଘଟଣା ଉପରେ ନଜର ପକାନ୍ତୁ।

୧୯୮୮: କେରଳରେ ପୋଲ ଉପରୁ ଟ୍ରେନ୍ ଲାଇନଚ୍ୟୁତ ହୋଇ ୧୦୬ ଜଣଙ୍କ ମୃତ୍ୟୁ
୧୯୯୫: ଫିରୋଜାବାଦରେ ପୁରୁଷୋତ୍ତମ ଏକ୍ସପ୍ରେସ ଓ କାଳନ୍ଦୀ ଏକ୍ସପ୍ରେସ ମଧ୍ୟରେ ଦୁର୍ଘଟଣା ଘଟି ୩୫୦ ମୃତ
୧୯୯୯: ପଶ୍ଚିମବଙ୍ଗର ଗାଇଶାଲରେ ବ୍ରହ୍ମପୁତ୍ର ମେଲ୍ ଓ ଅବଧ ଆସାମ ଏକ୍ସପ୍ରେସ ମଧ୍ୟରେ ଦୁର୍ଘଟଣା ଯୋଗୁଁ ୨୮୫ ମୃତ
୨୦୦୫: ଆନ୍ଧ୍ରପ୍ରଦେଶରେ ପାସେଞ୍ଜର ଟ୍ରେନ୍ ଲାଇନଚ୍ୟୁତ ହୋଇ ୭୭ ଜଣଙ୍କ ମୃତ୍ୟୁ
୨୦୧୧: ଫତେପୁରରେ ହାୱଡ଼ା-କାଲ୍‌କା ମେଲ୍ ଲାଇନଚ୍ୟୁତ, ୭୦ ମୃତ
୨୦୧୬: ଉତ୍ତରପ୍ରଦେଶରେ ଇନ୍ଦୋର-ପାଟନା ଏକ୍ସପ୍ରେସ୍ ଦୁର୍ଘଟଣା, ୧୫୨ ମୃତ
୨୦୧୮: ଅମୃତସରରେ ଟ୍ରେନ୍ ଚଢ଼ିଯାଇ ୫୯ ଜଣଙ୍କ ମୃତ୍ୟୁ
୨୦୨୩: ବାହାନଗା ଟ୍ରେନ୍ ଟ୍ରାଜେଡିରେ ୨୩୭ ମୃତ, ୯୦୦ରୁ ଅଧିକ ଆହତ

Tags: #BahanagaTrainTragedy #MajorTrainaccidents #CoromandelExpress #SouthEasternrailway #Odisha

 

Comment