ଓଡ଼ିଶାଲାଇଭ୍ ସ୍ଵାସ୍ଥ୍ୟ ବ୍ୟୁରୋ

ବର୍ତ୍ତମାନ ହିପ୍ ଜଏଣ୍ଟରେ ସମସ୍ୟା ଅଧିକ ଦେଖିବାକୁ ମିଳୁଛି। ବିଭିନ୍ନ କାରଣରୁ ଭିନ୍ନ ଭିନ୍ନ ବୟସରେ ଏହି ସମସ୍ୟା ଦେଖାଦେଉଥିବା ଡାକ୍ତର କୁହନ୍ତି।

କେଉଁମାନଙ୍କୁ ହିପ୍ ଜଏଣ୍ଟରେ ସମସ୍ୟା ହେବାର ଅଧିକ ଆଶଙ୍କା ରହିଛି? ହିପ୍‌ ଜଏଣ୍ଟରେ ସମସ୍ୟା ହେବାର କାରଣ କ’ଣ? କେତେବେଳେ ଜଣେ ବ୍ୟକ୍ତିଙ୍କୁ ହିପ୍ ରିପ୍ଲେସମେଣ୍ଟ କରିବାର ଆବଶ୍ୟକତା ପଡ଼ିଥାଏ? ସେନେଇ ବିଶିଷ୍ଟ ଅସ୍ଥିଶଲ୍ୟ ବିଶେଷଜ୍ଞ ଡାକ୍ତର ଅରବିନ୍ଦ ଦାସ କ’ଣ କହୁଛନ୍ତି ଆସନ୍ତୁ ଜାଣିବା ସ୍ଵାସ୍ଥ୍ୟପ୍ଲସ ଓଡ଼ିଆର ଏହି ଭିଡିଓରେ।

Tags: #HipReplacement #Implant #Treatment #DoctorsAdvice #OdiaHealthTips

LEAVE A REPLY

Please enter your comment!
Please enter your name here