ଓଡ଼ିଶାଲାଇଭ୍ ସ୍ଵାସ୍ଥ୍ୟ ବ୍ୟୁରୋ

ଲିଭର ବା ଯକୃତ ଆମ ଶରୀରର ଏକ ଅବିଚ୍ଛେଦ ଅଙ୍ଗ। ଖାଦ୍ୟ ହଜମ ହେବାଠାରୁ ଆରମ୍ଭ କରି ଖାଦ୍ୟରେ ଥିବା ବିଶାକ୍ତ ପଦାର୍ଥକୁ ବିଶୁଦ୍ଧ କରିବା ପର୍ଯ୍ୟନ୍ତ ଲିଭରର ମୁଖ୍ୟ କାମ। ଏହା ବ୍ୟତୀତ ଆମ ଶରୀରରେ ରକ୍ତ ତିଆରି ହେବାରେ ମଧ୍ୟ ଯକୃତ ସାହାଯ୍ୟ କରିଥାଏ।

କୌଣସି କାରଣରୁ ଯକୃତର କୋଷଗୁଡ଼ିକରେ ଚର୍ବି ଜମାଟ ବାନ୍ଧିଲେ, ଏହା ସଠିକ୍ ଭାବେ କାର୍ଯ୍ୟ କରିପାରେ ନାହିଁ। ଏହି ସମସ୍ୟାକୁ ଫ୍ୟାଟି ଲିଭର ବୋଲି କୁହାଯାଏ।

ତେବେ ଯକୃତରେ କାହିଁକି ଚର୍ବି ଜମାଟ ବନ୍ଧେ ଓ ଫ୍ୟାଟି ଲିଭରକୁ କେମିତି ରୋକିପାରିବା? ଏନେଇ ବିଶିଷ୍ଟ ଗ୍ୟାଷ୍ଟ୍ରୋଏଣ୍ଟେରୋଲୋଜିଷ୍ଟ ଡାକ୍ତର ସୁଶାନ୍ତ କୁମାର ସେଠୀ କ’ଣ କହୁଛନ୍ତି ଆସନ୍ତୁ ଜାଣିବା ସ୍ଵାସ୍ଥ୍ୟପ୍ଲସ ଓଡ଼ିଆର ଏହି ଭିଡିଓରେ।

Tags: #LiverProblem #HealthyLiver #WorldHepatitisDay #Treatment #DoctorsAdvise #OdiaHealthTips

LEAVE A REPLY

Please enter your comment!
Please enter your name here