ଓଡ଼ିଶାଲାଇଭ୍ ବ୍ୟୁରୋ

ଓଡ଼ିଶା ସିଭିଲ୍ ସର୍ଭିସ ପରୀକ୍ଷାରେ ସଫଳତା ହାସଲ କରିଛନ୍ତି ଶର୍ମିଷ୍ଠା ପଣ୍ଡା। ଦ୍ଵିତୀୟ ଚେଷ୍ଟାରେ ୧୦୯ ରାଙ୍କରେ ରହି ଏହି ସଫଳତା ପାଇଛନ୍ତି କଟକର ଝିଅ ଶର୍ମିଷ୍ଠା।

ଓସିଏସ ପରୀକ୍ଷା ପାଇଁ ଦିନକୁ ୭ରୁ ୮ ଘଣ୍ଟା ପାଠ ପଢ଼ୁଥିଲେ ଶର୍ମିଷ୍ଠା। ପିଲାଟି ଦିନରୁ ହିଁ ପ୍ରଶାସିକ ସେବା କ୍ଷେତ୍ରରେ କାମ କରିବାକୁ ସ୍ଵପ୍ନ ସଜେଇ ଥିଲେ ଶର୍ମିଷ୍ଠା ପଣ୍ଡା। କଠିନ ପରିଶ୍ରମ ଏବଂ ଦୃଢ଼ ମନୋବଳ ଆଜି ତାଙ୍କ ସ୍ଵପ୍ନକୁ ପୂରଣ କରିପାରିଛି ବୋଲି ଶର୍ମିଷ୍ଠା କୁହନ୍ତି।

ଓଏଏସ୍ ଶର୍ମିଷ୍ଠା ପଣ୍ଡାଙ୍କ ସଫଳତା ବିଷୟରେ ଅଧିକ ଜାଣିବା ପାଇଁ ଦେଖନ୍ତୁ ଭିଡିଓ।

Tags: #OdishaCivilService #OAS #OCS #SarmisthaPanda #SuccesseStory

LEAVE A REPLY

Please enter your comment!
Please enter your name here