ଓଡ଼ିଶାଲାଇଭ୍ ସ୍ଵାସ୍ଥ୍ୟ ବ୍ୟୁରୋ

ଯେକୌଣସି ୠତୁରେ ଭାଇରାଲ ଜ୍ୱର ହୋଇପାରେ। ଭାଇରାଲ ଜ୍ୱର ହେଲେ ମୁଣ୍ଡ ବିନ୍ଧିବା, ବାନ୍ତି ଲାଗିବା ତଥା ଥକ୍କା ଲାଗିବା ଭଳି ଲକ୍ଷଣ ଦେଖାଦିଏ। ତେଣୁ ବିଳମ୍ବ ନକରି ଡାକ୍ତରଙ୍କ ପରାମର୍ଶ ଅନୁସାରେ ଔଷଧ ଖଇବା ଆବଶ୍ୟକ।

ତେବେ ଭାଇରାଲ ଜ୍ୱର କାହିଁକି ହୋଇଥାଏ ଏବଂ କିଭଳି ଏହାର ଚିକିତ୍ସା କରାଯାଏ? ସେ ନେଇ ଭେଷଜ ବିଶେଷଜ୍ଞ ଡାକ୍ତର ସମୀର ରଞ୍ଜନ ଜେନା କ’ଣ କହୁଛନ୍ତି ଆନ୍ତୁ ଜାଣିବା ସ୍ଵାସ୍ଥ୍ୟପ୍ଲସ ଓଡ଼ିଆର ଏହି ଭିଡିଓରେ।

(ସୌଜନ୍ୟ: ସ୍ଵାସ୍ଥ୍ୟପ୍ଲସ)

Tags: #viralfever #treatment #doctorsadvice #odiahealthtips

LEAVE A REPLY

Please enter your comment!
Please enter your name here