ଓଡ଼ିଶାଲାଇଭ୍ ସ୍ଵାସ୍ଥ୍ୟ ବ୍ୟୁରୋ

ଏକ୍ଟୋପିକ୍‌ ଗର୍ଭାବସ୍ଥା ନାଁ ଶୁଣିଲେ ନୂଆ ଲାଗୁଥାଇପାରେ କିନ୍ତୁ ଏହା ବିଷୟରେ ଅନେକ ଜାଣନ୍ତି। ପ୍ରତି ଏକ ହଜାର ଗର୍ଭବତୀ ମହିଳାଙ୍କ ମଧ୍ୟରୁ ୧୧ ଜଣଙ୍କଠାରେ ଏକ୍ଟୋପିକ ଗର୍ଭଧାରଣ ହେବାର ସମ୍ଭାବନା ରହିଥିବା ଡାକ୍ତର କୁହନ୍ତି।

ତେବେ ଏକ୍ଟୋପିକ୍ ଗର୍ଭାବସ୍ଥା କ’ଣ, କେଉଁମାନଙ୍କୁ ହେବାର ଆଶଙ୍କା ରହିଥାଏ ଏବଂ କିଭଳି ଏହାର ଚିକିତ୍ସା କରାଯାଏ? ସେ ସମ୍ପର୍କରେ ପ୍ରସୂତି ଓ ସ୍ତ୍ରୀ ରୋଗ ବିଶେଷଜ୍ଞ ଡାକ୍ତର ସ୍ମୃତି ଶ୍ରୀ ସାହୁ କ’ଣ କହୁଛନ୍ତି ଆସନ୍ତୁ ଜାଣିବା ସ୍ଵାସ୍ଥ୍ୟପ୍ଲସ ଓଡ଼ିଆର ଏହି ଭିଡିଓରେ।

Tags: #EctopicPregnancy #symptoms #treatment #odiahealthtips #doctorsadvice

LEAVE A REPLY

Please enter your comment!
Please enter your name here