ଓଡ଼ିଶାଲାଇଭ୍ ସ୍ଵାସ୍ଥ୍ୟ ବ୍ୟୁରୋ

ବୟସ ବଢ଼ିଲେ ଆମ ଶରୀରର ହାଡ଼ଗୁଡ଼ିକ ଦୁର୍ବଳ ହୋଇପଡ଼ନ୍ତି। ଫଳରେ ବିଭିନ୍ନ ଗଣ୍ଠି ଜନିତ ସମସ୍ୟା ଦେଖାଯାଏ। ଆଣ୍ଠୁଗଣ୍ଠି ବାତ, ଅଷ୍ଟିଓପୋରସିସ୍ ଓ ଅଷ୍ଟିଓଆର୍ଥ୍ରାଇଟିସ୍ ଆଦି ସମସ୍ୟା ହୁଏ।

ତେବେ କାହିଁକି ହୁଏ ଆଣ୍ଠୁଗଣ୍ଠି ବାତ ରୋଗ ଏବଂ କିପରି ଏହାର ଚିକିତ୍ସା କରାଯାଏ? ସେ ସମ୍ପର୍କରେ ବିଶିଷ୍ଟ ଅସ୍ଥିଶଲ୍ୟ ବିଶେଷଜ୍ଞ ଡାକ୍ତର ପରେଶ ଚନ୍ଦ୍ର ଦେ କ’ଣ କହୁଛନ୍ତି ଜାଣିବା ପାଇଁ ଦେଖନ୍ତୁ ସ୍ଵାସ୍ଥ୍ୟପ୍ଲସ ଓଡ଼ିଆର ଏହି ଭିଡିଓ।  

Tags: #Arthritis #jointarthritis #Doctorsadvice #OdiaHealthTips #symptoms #treatment

LEAVE A REPLY

Please enter your comment!
Please enter your name here