ଓଡ଼ିଶାଲାଇଭ୍ ସ୍ଵାସ୍ଥ୍ୟ ବ୍ୟୁରୋ

ଆର୍ଥ୍ରାଇଟିସ୍ ବା ଗଣ୍ଠିବାତ ରୋଗୀଙ୍କ ଖାଦ୍ୟ ଖାଇବାକୁ ନେଇ ବିଭିନ୍ନ ଭ୍ରାନ୍ତ ଧାରଣା ରହିଛି। କ’ଣ ଖାଇବେ ଓ କ’ଣ ଖାଇବେ ନାହିଁ। ଏହାକୁ ନେଇ ଅନେକ ରୋଗୀ ଚିନ୍ତାରେ ପଡ଼ନ୍ତି।

ତେବେ ଆର୍ଥ୍ରାଇଟିସ୍ ରୋଗୀଙ୍କୁ କ’ଣ ଖାଇବା ମନା, ସେମାନଙ୍କ ପାଇଁ ଶ୍ରେଷ୍ଠ ଖାଦ୍ୟ କ’ଣ? ସେ ସମ୍ପର୍କରେ ବିଶିଷ୍ଟ ରୁମାଟୋଲୋଜିଷ୍ଟ ଡାକ୍ତର ଜ୍ୟୋତି ରଞ୍ଜନ ପରିଡ଼ା କ’ଣ କହୁଛନ୍ତି ଜାଣିବା ପାଇଁ ଦେଖନ୍ତୁ ସ୍ଵାସ୍ଥ୍ୟପ୍ଲସ ଓଡ଼ିଆର ଏହି ଭିଡିଓ।  

Tags: #Arthritis #healthylife #Doctorsadvice #OdiaHealthTips #symptoms #treatment

Comment