ଓଡ଼ିଶାଲାଇଭ୍ ସ୍ୱାସ୍ଥ୍ୟ ବ୍ୟୁରୋ

ବର୍ତ୍ତମାନ ହାର୍ଟ ଆଟାକ୍ ବା ହୃଦଘାତ ଏକ ବଡ଼ ସମସ୍ୟା ପାଲଟିଛି। ଏବେ ଯୁବପିଢ଼ି ହୃଦଘାତର ଅଧିକ ଶିକାର ହେଉଥିବା ଦେଖିବାକୁ ମିଳୁଛି। ହାର୍ଟରେ ବ୍ଲକେଜ ଥିଲେ ହୃଦଘାତ ହେବାର ଅଧିକ ସମ୍ଭାବନା ରହିଥାଏ। ଠିକ୍ ସମୟରେ ହାର୍ଟ ବ୍ଲକେଜ୍‌କୁ ଚିହ୍ନି ପାରିଲେ ହୃଦଘାତକୁ ରୋକି ହେବ ବୋଲି ଡାକ୍ତର କୁହନ୍ତି।

ତେବେ ହାର୍ଟରେ ବ୍ଲକେଜ ହୋଇଛି ବୋଲି କେମିତି ଜାଣିବା? ସେ ସମ୍ପର୍କରେ ବିଶିଷ୍ଟ ହୃଦ୍‌ରୋଗ ବିଶେଷଜ୍ଞ ଡାକ୍ତର ହେମନ୍ତ ବେହେରାଙ୍କଠାରୁ ଅଧିକ ଜାଣିବା ପାଇଁ ସ୍ୱାସ୍ଥ୍ୟପ୍ଲସ ଓଡ଼ିଆର ଏହି ଭିଡିଓ ଦେଖନ୍ତୁ।

Tags: #HeartBlockage #HeartAttack #OdiaHealthTips #DoctorsAdvice #healthcare

LEAVE A REPLY

Please enter your comment!
Please enter your name here