ଓଡ଼ିଶାଲାଇଭ୍ ସ୍ଵାସ୍ଥ୍ୟ ବ୍ୟୁରୋ

ଆଜି ହେଉଛି ବିଶ୍ଵ ସ୍ଵାସ୍ଥ୍ୟ ଦିବସ-୨୦୨୪। ଏହି ଅବସରରେ ସ୍ଵାସ୍ଥ୍ୟ ସଚେତନତା ଉଦ୍ଦେଶ୍ୟରେ ଓଡ଼ିଶାଲାଇଭ୍, ସ୍ଵାସ୍ଥ୍ୟପ୍ଲସ ଓ ଆଇଏଫ୍ଆଇ ଫାଉଣ୍ଡେସନର ମିଳିତ ଅଭିଯାନ ‘ଆମ ସ୍ଵାସ୍ଥ୍ୟ ଆମ ଜୀବନ’।

ନବଜାତ ଶିଶୁର ଯତ୍ନ ଶିଶୁ ମା’ ପେଟରେ ଥିବା ଦିନଠାରୁ ଆରମ୍ଭ ହୋଇଥାଏ। ତେଣୁ ଶିଶୁ ଜନ୍ମ ହେବାଯାଏଁ ମା’ର ଅଧିକ ଯତ୍ନ ନେବା ଆବଶ୍ୟକ। ସୁଷମ ଖାଦ୍ୟଠାରୁ ଆରମ୍ଭ କରି ସଠିକ ସମୟରେ ଟିକାକରଣ କରିବା ଦରକାର।

ପ୍ରସବ ସର୍ବଦା ସ୍ଵାସ୍ଥ୍ୟ କେନ୍ଦ୍ରରେ କରିବା ଉଚିତ। ପ୍ରସବ ପରେ ନବଜାତ ଶିଶୁର ଯତ୍ନ ସବୁଠୁ ଗୁରୁତ୍ୱପୂର୍ଣ୍ଣ। ତେବେ କେମିତି ନେବେ ନବଜାତ ଶିଶୁର ସମ୍ପୂର୍ଣ୍ଣ ଯତ୍ନ? ଶିଶୁରୋଗ ବିଶେଷଜ୍ଞ ଡାକ୍ତର ରଞ୍ଜିତ କୁମାର ଜୋଶୀଙ୍କଠାରୁ ଏବିଷୟରେ କ’ଣ କହୁଛନ୍ତି, ଆସନ୍ତୁ ଜାଣିବା ସ୍ଵାସ୍ଥ୍ୟପ୍ଲସ ଓଡ଼ିଆର ଏହି ଭିଡିଓରେ।

Tags: #WorldHealthDay2023 #HealthForAll #BabyCare #NewbornBaby #OdiaHealthTips #Treatment #NeckPainTherapy

LEAVE A REPLY

Please enter your comment!
Please enter your name here