ଓଡ଼ିଶାଲାଇଭ୍ ସ୍ଵାସ୍ଥ୍ୟ ବ୍ୟୁରୋ

ପରିସ୍ରା ଥଳିରେ କ୍ୟାନ୍ସର ହେବାକୁ ବ୍ଲାଡର କ୍ୟାନ୍ସର ବୋଲି କୁହାଯାଏ। ବିଭିନ୍ନ କାରଣ ଯୋଗୁଁ ବ୍ଲାଡର କ୍ୟାନ୍ସର ହୋଇଥାଏ ବୋଲି ଡାକ୍ତର କୁହନ୍ତି।

ଡାକ୍ତରଙ୍କ କହିବା ଅନୁସାରେ ବଂଶଗତ କାରଣରୁ ବ୍ଲାଡର କ୍ୟାନ୍ସର ହେବାର ସମ୍ଭାବନା ରହିଛି। ତମ୍ବାଖୁ ସେବନ କିମ୍ବା ଧୂମପାନ ଯୋଗୁଁ ମଧ୍ୟ ପରିସ୍ରା ଥଳିରେ କ୍ୟାନ୍ସର ହୋଇପାରେ।

ତେବେ ବ୍ଲାଡର କ୍ୟାନ୍ସରର ଲକ୍ଷଣ କ’ଣ, କେମିତି ଏହାକୁ ଚିହ୍ନିବେ ଏବଂ କିପରି ଏହାର ଚିକିତ୍ସା କରାଯାଏ? ସେ ସମ୍ପର୍କରେ ବିଶିଷ୍ଟ ୟୁରୋଲୋଜିଷ୍ଟ ଡାକ୍ତର ସୁମନ୍ତ କୁମାର ମିଶ୍ରଙ୍କଠାରୁ ଜାଣିବା ସ୍ଵାସ୍ଥ୍ୟପ୍ଲସ ଓଡ଼ିଆର ଏହି ଭିଡିଓରୁ।

Tags: #UrinaryBladderCancer #Treatment #DoctorsAdvice #OdishaHealthTips

LEAVE A REPLY

Please enter your comment!
Please enter your name here