ଓଡ଼ିଶାଲାଇଭ୍ ସ୍ଵାସ୍ଥ୍ୟ ବ୍ୟୁରୋ

କିଛି ବ୍ୟକ୍ତିଙ୍କୁ କେତେକ ଖାଦ୍ୟରୁ ଆଲର୍ଜି ହୋଇଥାଏ। ଏହାକୁ ଫୁଡ ଆଲର୍ଜି ବୋଲି କୁହାଯାଏ।

ଫୁଡ ଆଲର୍ଜି କ’ଣ, କାହିଁକି ହୁଏ ଓ ଯଦି ଜଣେ ବ୍ୟକ୍ତିଙ୍କୁ ଖାଦ୍ୟରୁ ଆଲର୍ଜି ହୁଏ ସେ କେମିତି ଏହାର ଚିକିତ୍ସା କରିବେ? ସେ ସମ୍ପର୍କରେ ଭେଷଜ ରୋଗ ବିଶେଷଜ୍ଞ ଡାକ୍ତର ସନ୍ଦୀପ କୁମାର ରଥ କ’ଣ କହୁଛନ୍ତି ଜାଣିବା ସ୍ଵାସ୍ଥ୍ୟପ୍ଲସ ଓଡ଼ିଆର ଏହି ଭିଡିଓରେ।

Tags: #Health #FoodAllergy #DoctorsAdvice #OdiaHealthTips

Comment