ଓଡ଼ିଶାଲାଇଭ୍ ସ୍ଵାସ୍ଥ୍ୟ ବ୍ୟୁରୋ

ବଢ଼ୁଥିବା ତାପମାତ୍ରା, ପ୍ରଖର ସୂର୍ଯ୍ୟକିରଣ ପ୍ରଭାବ ଯୋଗୁଁ ଅଂଶୁଘାତ ବା ସନ୍‌ଷ୍ଟ୍ରୋକ୍‌ ହେବାର ଆଶଙ୍କା ରହିଛି।

ତେବେ କେମିତି ସନ୍‌ଷ୍ଟ୍ରୋକ୍‌ରୁ ରକ୍ଷା ପାଇବେ, ଖରାକୁ ବାହାରିବା ପୂର୍ବରୁ କ’ଣ ସବୁ ସାଧାନତା ଅବଲମ୍ବନ କରିବେ, ଆସନ୍ତୁ ଜାଣିବା ବିଶିଷ୍ଟ ଭେଷଜ ବିଶେଷଜ୍ଞ ପ୍ରଫେସର ଡାକ୍ତର ଶ୍ରୀକାନ୍ତ କୁମାର ଧରଙ୍କଠାରୁ ସ୍ଵାସ୍ଥ୍ୟପ୍ଲସ ଓଡ଼ିଆର ଏହି ଭିଡିଓରୁ।

Tags: #Health #Sunstroke #Treatment #OdiaHealthTips #DoctorsAdvice

LEAVE A REPLY

Please enter your comment!
Please enter your name here