ଓଡ଼ିଶାଲାଇଭ୍ ପଲିଟିକାଲ ବ୍ୟୁରୋ

ଆଜିଠାରୁ ଓଡ଼ିଶାରେ ସରକାର ଗଢ଼ିବ ବିଜେପି। ମୁଖ୍ୟମନ୍ତ୍ରୀ ଭାବେ ଶପଥ ନେଇଛନ୍ତି ମୋହନ ଚରଣ ମାଝୀ। ଦୁଇଜଣ ଉପମୁଖ୍ୟମନ୍ତ୍ରୀ କନକ ବର୍ଦ୍ଧନ ସିଂ ଦେଓ ଏବଂ ପ୍ରଭାତୀ ପରିଡ଼ା ମଧ୍ୟ ଶପଥ ନେଇଛନ୍ତି।

ଜାଣନ୍ତୁ ମୁଖ୍ୟମନ୍ତ୍ରୀ ମୋହନ ଚରଣ ମାଝୀଙ୍କ ମନ୍ତ୍ରିମଣ୍ଡଳରେ କାହାକୁ ମିଳିଲା ଗୁରୁତ୍ଵ?

ମୁଖ୍ୟମନ୍ତ୍ରୀ

ମୋହନ ଚରଣ ମାଝୀ

ଉପମୁଖ୍ୟମନ୍ତ୍ରୀ

କନକ ବର୍ଦ୍ଧନ ସିଂ ଦେଓ

ପ୍ରଭାତୀ ପରିଡ଼ା

କ୍ୟାବିନେଟ ମନ୍ତ୍ରୀ

ସୁରେଶ ପୂଜାରୀ

ରବୀ ନାରାୟଣ ନାଏକ

ନିତ୍ୟାନନ୍ଦ ଗଣ୍ଡ

କୃଷ୍ଣଚନ୍ଦ୍ର ପାତ୍ର

ପୃଥ୍ୱୀରାଜ ହରିଚନ୍ଦନ

ଡକ୍ଟର ମୁକେଶ ମହାଲିଙ୍ଗ

ବିଭୁତି ଭୂଷଣ ଜେନା

ଡକ୍ଟର କୃଷ୍ଣଚନ୍ଦ୍ର ମହାପାତ୍ର

ରାଷ୍ଟ୍ରମନ୍ତ୍ରୀ (ସ୍ଵାଧୀନ)

ଗଣେଶ ରାମ ସିଂ ଖୁଣ୍ଟିଆ

ସୂର୍ଯ୍ୟବଂଶୀ ସୂରଜ

ପ୍ରଦୀପ ବଳସାମନ୍ତ

ଗୋକୁଳାନନ୍ଦ ମଲ୍ଲିକ

ସମ୍ପଦ ଚନ୍ଦ୍ର ସ୍ଵାଇଁ

ଓଡ଼ିଶାର ମୁଖ୍ୟମନ୍ତ୍ରୀ ଭାବେ ମୋହନ ଚରଣ ମାଝୀ ଶପଥ ଗ୍ରହଣ କରିବା ପରେ ଦୁଇ ଉପମୁଖ୍ୟମନ୍ତ୍ରୀ କନକ ବର୍ଦ୍ଧନ ସିଂ ଦେଓ ଏବଂ ପ୍ରଭାତୀ ପରିଡ଼ା ପଦ ଓ ଗୋପନୀୟତାର ଶପଥ ନେଇଥିଲେ। ଏହା ପରେ ମୋହନଙ୍କ ମନ୍ତ୍ରିମଣ୍ଡଳର ୧୩ ଜଣ ମନ୍ତ୍ରୀ ଶପଥ ଗ୍ରହଣ କରିଥିଲେ।

Tags: #Politics #OdishaPolitics #NewCMofOdisha #MohanCharanMajhi #OathTakingCeremony #OdishaElections2024 #BJP #Ministers

LEAVE A REPLY

Please enter your comment!
Please enter your name here