ଓଡ଼ିଶାଲାଇଭ୍ ବ୍ୟୁରୋ

ଅକ୍ଷୟ ମହାନ୍ତି – କେବଳ ଜଣେ ବ୍ୟକ୍ତିଙ୍କ ନାଁ ନୁହେଁ, ଏକ ଇତିହାସ। ଓଡ଼ିଆ ଗୀତ ଓ ସଙ୍ଗୀତର ଏକ ଜୀବନ୍ତ ଇତିହାସ। ‘ଯା’ରେ ଭାସି ଭାସି ଯା’’ଠାରୁ ‘କଳଙ୍କିତ ଏକ ନାୟକ’ ପର୍ଯ୍ୟନ୍ତ ରହିଛି ତାଙ୍କ ଗୀତର ଏକ ଲମ୍ବା ତାଲିକା। ସେ ନିଜ ଜୀବନରେ ଏକଧିକ ଭଜନ ମଧ୍ୟ ଗାଇଥିଲେ।

ରଥଯାତ୍ରା ଉପଲକ୍ଷେ ଓଡ଼ିଶାଲାଇଭ୍‌ର ୟୁଟ୍ୟୁବ ଚ୍ୟାନେଲରେ ଶୁଣନ୍ତୁ ଅକ୍ଷୟ ମହାନ୍ତି ଗାଇଥିବା ଲୋକପ୍ରିୟ ଭଜନ ‘ଦିନବନ୍ଧୁ ଦଇତାରୀ’।

Tags: #DinabandhuDaitari #AkshayaMohanty #Singer #Bhajana #Rathajatra

Comment