ଓଡ଼ିଶାଲାଇଭ୍ ବ୍ୟୁରୋ

ଓଡ଼ିଆ ସଙ୍ଗୀତ ଜଗତର ସମ୍ରାଟ ଥିଲେ ଅକ୍ଷୟ ମହାନ୍ତି। ଖୋକା ଭାଇ ନାଁରେ ସଭିଁଙ୍କ ପ୍ରିୟ ଅକ୍ଷୟ ମହାନ୍ତି ଓଡ଼ିଆ ସଙ୍ଗୀତକୁ ଦେଇଥିଲେ ନୂଆ ପରିଚୟ। ‘ଯା’ରେ ଭାସି ଭାସି ଯା’’ଠାରୁ ‘କଳଙ୍କିତ ଏକ ନାୟକ’ ପର୍ଯ୍ୟନ୍ତ ରହିଛି ତାଙ୍କ ଗୀତର ଏକ ଲମ୍ବା ତାଲିକା। ସେ ନିଜ ଜୀବନରେ ଏକଧିକ ଭଜନ ମଧ୍ୟ ଗାଇଥିଲେ।  

ରଥଯାତ୍ରା ଉପଲକ୍ଷେ ଓଡ଼ିଶାଲାଇଭ୍‌ର ୟୁଟ୍ୟୁବ ଚ୍ୟାନେଲରେ ଶୁଣନ୍ତୁ ଅକ୍ଷୟ ମହାନ୍ତିଙ୍କର ଲୋକପ୍ରିୟ ଭଜନ ‘କେଣେ ଘେନି ଯାଉଛ ଜଗନ୍ନାଥଙ୍କୁ’।

Tags: #AkshayaMohanty #Singer #Bhajana #KeneGheniJauchaJagannathnku #Rathajatra

Comment