ଓଡ଼ିଶାଲାଇଭ୍ ବ୍ୟୁରୋ

ଅନସୂୟା ନାଥ। ପେସାରେ ସେ ଜଣେ ଅଧ୍ୟାପିକା, କିନ୍ତୁ ନିଶା ତାଙ୍କର ଗୀତ ଗାଇବା। ଭିନ୍ନ ତାଙ୍କର ସଙ୍ଗୀତ ଚୟନ। ଅଲଗା ତାଙ୍କର ଗାୟକି। ଆଧୁନିକ ହେଉ କି ଭଜନ ତାଙ୍କ କଣ୍ଠରେ ସବୁ ଗୀତ ଶ୍ରୋତାଙ୍କୁ ବିଭୋର କରେ।

ଓଡ଼ିଶାଲାଇଭର ସ୍ଵତନ୍ତ୍ର ସାକ୍ଷାତକାରରେ ଅନସୂୟା ନାଥ ତାଙ୍କର ସଙ୍ଗୀତ ଏବଂ ବ୍ୟକ୍ତିଗତ ଜୀବନ ଯାତ୍ରା ବିଷୟରେ ଅନେକ କଥା ଆଲୋଚନା କରିଛନ୍ତି। ଦେଖନ୍ତୁ ଭିଡିଓ।

Tags: #AnasuyaNath #OdiaSinger #Ollywood #Odisha #Bhajana

Comment