ଓଡ଼ିଶାଲାଇଭ୍ ବ୍ୟୁରୋ

ସୁନ୍ଦରଗଡ଼ ଜିଲ୍ଲା ବାଲିଶଙ୍କରା ବ୍ଲକର ସଉନାମରା ଗାଁ। ହକି ସହିତ ଏ ଗାଁର ନାଁ ଏମିତି ଯୋଡ଼ି ହୋଇଯାଇଛି ଯେ, ଏଠାକାର ପିଲାଠାରୁ ବୁଢ଼ା ସଭିଁଙ୍କ ହାତରେ ଦେଖିବାକୁ ମିଳେ ହକି ଷ୍ଟିକ୍। ପୂରା ଗାଁରେ ମହକେ ହକିର ବାସ୍ନା, ଯେମିତି ଏ ଗାଁ ହକି ପାଇଁ ହିଁ ସମର୍ପିତ।

ସଉନାମରା ମାଟିରୁ ଜନ୍ମଲାଭ କରି ଅନେକ ହକି ଖେଳାଳି ଜାତୀୟ ତଥା ଅନ୍ତର୍ଜାତୀୟ ସ୍ତରରେ ଚମକିଛନ୍ତି। ଭାରତୀୟ ହକି ଗାଁ ଭାବେ ପରିଚିତ ସଉନାମରାକୁ ନେଇ ‘ଓଡ଼ିଶାଲାଇଭ୍’ର ସ୍ଵତନ୍ତ୍ର ରିପୋର୍ଟ। ଦେଖନ୍ତୁ ଭିଡିଓ।

Tags: #NationalSportsDay #Saunamara #HockeyVillage #Sundargarh #Odisha

LEAVE A REPLY

Please enter your comment!
Please enter your name here