ଓଡ଼ିଶାଲାଇଭ୍ ବ୍ୟୁରୋ

ଓଡ଼ିଶାଲାଇଭ୍‌ ପ୍ରସ୍ତୁତ ‘ଷ୍ଟାର୍ଟଅପ୍ ଷ୍ଟୋରି’ ଭିଡିଓ ସିରିଜରେ ସର୍ବଭାରତୀୟ ସ୍ତରରେ ପ୍ରତିଷ୍ଠିତ ଷ୍ଟାର୍ଟଅପ୍ କମ୍ପାନି ‘ନେଷ୍ଟଆଓ୍ଵେ’ର ସହ-ପ୍ରତିଷ୍ଠାତା ତଥା ଯୁବ ଓଡ଼ିଆ ଉଦ୍ୟୋଗୀ ଅମରେନ୍ଦ୍ର ସାହୁଙ୍କ ସହ ସୁବ୍ରତ ବାଗ୍‌ଚୀଙ୍କ ବାର୍ତ୍ତାଳାପ ଆସନ୍ତୁ ଦେଖିବା।

‘ଓଡ଼ିଶାଲାଇଭ’ ଦ୍ୱାରା ପ୍ରସାରିତ ଓ୍ୱେବ ସିରିଜ୍‌ ‘ଷ୍ଟାର୍ଟଅପ୍‌ ଷ୍ଟୋରି’ ୨୦୨୧ ମସିହାରେ ପ୍ରସାରିତ ହୋଇଥିଲା। ଏହାର ପ୍ରଥମ ଅଧ୍ୟାୟରେ ଅତିଥି ଥିଲେ ଜାତୀୟ ଏବଂ ଅନ୍ତର୍ଜାତୀୟ ସ୍ତରରେ ପରିଚିତ ‘ନେଷ୍ଟ ଆୱେ’ କମ୍ପାନିର ସହ-ପ୍ରତିଷ୍ଠାତା ଅମରେନ୍ଦ୍ର ସାହୁ। ଓଡ଼ିଶା ଦକ୍ଷତା ବିକାଶ କର୍ତ୍ତୃପକ୍ଷର ତତକାଳୀନ ଅଧ୍ୟକ୍ଷ ସୁବ୍ରତ ବାଗ୍‌ଚୀ ‘ଷ୍ଟାର୍ଟଅପ୍‌ ଷ୍ଟୋରି’‌ର ଉପସ୍ଥାପନା କରିଥିଲେ।

ଏହି ବିଶେଷ କାର୍ଯ୍ୟକ୍ରମରେ ଜାଣନ୍ତୁ କେମିତି ଥିଲା ଅମରେନ୍ଦ୍ର ସାହୁଙ୍କ ସହ ସ୍ୱପ୍ନ, ସଂଘର୍ଷ ଓ ସଫଳତାର ଯାତ୍ରା।  

Tags: #Startup #AmarendraSahu #NestAway #StartupStory #StartupOdisha #SkillinOdisha #SkillIndia #Odisha #ଷ୍ଟାର୍ଟଅପଷ୍ଟୋରି #ଅମରେନ୍ଦ୍ରସାହୁ

Comment