ଓଡ଼ିଶାଲାଇଭ୍ ବ୍ୟୁରୋ

ଓଡ଼ିଆ ଭକ୍ତି ସଙ୍ଗୀତ ଜଗତର ପରିଚିତ କଣ୍ଠଶିଳ୍ପୀ ମିନାକ୍ଷୀ ରଥ। ୨ ଶହରୁ ଅଧିକ ଗୀତ ଗାଇ ଲୋକପ୍ରିୟତା ହାସଲ କରିଛନ୍ତି ମିନାକ୍ଷୀ।

ପିଲାଟି ବେଳୁ ମିନାକ୍ଷୀଙ୍କର ସଙ୍ଗୀତ ପ୍ରତି ରୁଚି ରହିଥିଲା। ତେବେ ବିବାହ ପରେ ତାଙ୍କୁ ମିଳିଥିଲା ସୁଯୋଗ ପରେ ସୁଯୋଗ। ଆରମ୍ଭ ହୋଇଥିଲା ସଫଳତାର ଯାତ୍ରା। ‘ପ୍ରାଣର ମୂର୍ଚ୍ଛନା’, ‘ରାଧେ ଶ୍ରୀ ରାଧେ’, ‘ଡାକୁଛି ମୁଁ ସାଇ ସାଇ’ ଆଦି ଲୋକପ୍ରିୟ ଭଜନରେ ସେ କଣ୍ଠଦାନ କରିଛନ୍ତି।

ଓଡ଼ିଶାଲାଇଭ୍‌ର ସାକ୍ଷାତକାରରେ ନିଜ ସଙ୍ଗୀତ ଜୀବନ ଯାତ୍ରା ସହିତ ଭକ୍ତି ଓ ସମର୍ପଣର କାହାଣୀ କହିଛନ୍ତି ମିନାକ୍ଷୀ ରଥ। ଦେଖନ୍ତୁ ଭିଡିଓ।

Tags: #SingerMinakshiRath #OdiaSinger #DevotionalSinger #Odisha #Interview

Comment