ଓଡ଼ିଶାଲାଇଭ୍ ବ୍ୟୁରୋ

ଓଡ଼ିଆ ଭକ୍ତି ସଙ୍ଗୀତ ଜଗତର ପରିଚିତ କଣ୍ଠଶିଳ୍ପୀ ମିନାକ୍ଷୀ ରଥ। ୨ ଶହରୁ ଅଧିକ ଗୀତ ଗାଇ ଲୋକପ୍ରିୟତା ହାସଲ କରିଛନ୍ତି ମିନାକ୍ଷୀ।

ପିଲାଟି ବେଳୁ ମିନାକ୍ଷୀଙ୍କର ସଙ୍ଗୀତ ପ୍ରତି ରୁଚି ରହିଥିଲା। ତେବେ ବିବାହ ପରେ ତାଙ୍କୁ ମିଳିଥିଲା ସୁଯୋଗ ପରେ ସୁଯୋଗ।

ପରିବାର ଓ ସ୍ଵାମୀଙ୍କ ସହଯୋଗରେ ଆଗେଇଲା ମିନାକ୍ଷୀଙ୍କ ସଙ୍ଗୀତ ଯାତ୍ରା। ଓଡ଼ିଶାଲାଇଭ୍‌ର ସାକ୍ଷାତକାରରେ ନିଜ ସଙ୍ଗୀତ ଜୀବନ ଯାତ୍ରା ସହିତ ଭକ୍ତି ଓ ସମର୍ପଣର କାହାଣୀ କହିଛନ୍ତି ମିନାକ୍ଷୀ ରଥ। ଦେଖନ୍ତୁ ଭିଡିଓ।

Tags: #SingerMinakshiRath #OdiaSinger #DevotionalSinger #Odisha #Interview

Comment