ଓଡ଼ିଶାଲାଇଭ୍ ସ୍ଵାସ୍ଥ୍ୟ ବ୍ୟୁରୋ
ଘରେ ରହି ବି ମୋଟାପଣ କମେଇ ହେବ। ଆସନ୍ତୁ କରାଟେ କୋଚ୍ ତଥା ଫିଟ୍ନେସ୍ ଏକ୍ସପର୍ଟ ହରିପ୍ରସାଦ ପଟ୍ଟନାୟକଙ୍କଠାରୁ ଶିଖିବା ୫ଟି ସରଳ ବ୍ୟାୟାମ। ଏହି ବ୍ୟାୟାମ ବିନା କୌଣସି ଉପକରଣ ସାହାଯ୍ୟରେ ଏବଂ କମ ସ୍ଥାନରେ କରିପାରିବେ।
ଏହି ବ୍ୟାୟାମ କରିବା ଦ୍ୱାରା ଫୁସଫୁସ, ହୃତପିଣ୍ଡ୍ ଭଲ ଭାବରେ କାର୍ଯ୍ୟ କରିବା ସହିତ ଶରୀରର ରକ୍ତ ସଞ୍ଚାଳନ ସଠିକ ଭାବେ ହୋଇଥାଏ। ତେବେ ଆସନ୍ତୁ କରିବା ଏହି ୫ଟି ବ୍ୟାୟାମ।
Tags: #Exercise #WeightLoss #StayFit #OdiaHealthTips

















