ଓଡ଼ିଶାଲାଇଭ୍ ସ୍ଵାସ୍ଥ୍ୟ ବ୍ୟୁରୋ

ଖେଳାଳି ଏବଂ ଏକ୍ସରସାଇଜ୍ କରୁଥିବା ବ୍ୟକ୍ତିଙ୍କ ପାଇଁ ବାଲାନ୍ସ ଡାଏଟ୍‌ ନିହାତି ଜରୁରୀ। କାରଣ ସଠିକ୍‌ ଡାଏଟ୍‌ ବ୍ୟକ୍ତିଙ୍କୁ ଶକ୍ତି ପ୍ରଦାନ କରିବା ସହିତ ମାଂସପେଶୀକୁ ସୁଦୃଢ଼ କରିଥାଏ।

ଖେଳାଳିମାନଙ୍କ ପାଇଁ ସଠିକ ଡାଏଟର ଗୁରୁତ୍ବ, ଏକ୍ସରସାଇଜ ପୂର୍ବରୁ ଖାଇବା ଠିକ୍ ନା ଭୁଲ, ଏକ୍ସରସାଇଜ ମଝିରେ ପାଣି ପିଇବା ଭଲ ନା ଖରାପ, ଏକ୍ସରସାଇଜ କରୁଥିବା ବ୍ୟକ୍ତି ମନଇଚ୍ଛା ପ୍ରୋଟିନ ସପ୍ଲିମେଣ୍ଟ ଖାଉଥିଲେ କ’ଣ ସମସ୍ୟା ହେବ, ଏକ୍ସରସାଇଜ କରୁଥିଲେ କେମିତି ହେବା ଜରୁରୀ ଆପଣଙ୍କ ଡାଏଟ, ସେ ସମସ୍ତ ବିଷୟରେ ଡାଏଟିସିଆନ୍‌ ତୃପ୍ତିମୟୀ ପାଲଙ୍କଠାରୁ ଅଧିକ ଜାଣିବା ପାଇଁ ସ୍ଵାସ୍ଥ୍ୟପ୍ଲସ ଓଡ଼ିଆର ଏହି ଭିଡିଓ ଦେଖନ୍ତୁ।

Tags: #Exercise #AthletesDiet #DoctorAdvice #OdiaHealthTips

Comment