ଓଡ଼ିଶାଲାଇଭ୍ ସ୍ଵାସ୍ଥ୍ୟ ବ୍ୟୁରୋ
ମହିଳାମାନେ ଶାରୀରିକ ଏବଂ ମାନସିକ ଭାବରେ ସୁସ୍ଥ ରହିବା ପାଇଁ ନିୟମିତ ବ୍ୟାୟାମ, ସନ୍ତୁଳିତ ପୁଷ୍ଟିକର ଖାଦ୍ୟ ଖାଇବା ଦରକାର। ଏହା ସହିତ ନିୟମିତ ବ୍ୟବଧାନରେ ନିଜର ସ୍ୱାସ୍ଥ୍ୟ ପରୀକ୍ଷା କରିବାର ଆବଶ୍ୟକତା ରହିଛି। ଫଳରେ ମହିଳାମାନେ ରୋଗରୁ ଦୂରେଇ ରହିବା ସହ ସୁସ୍ଥ ଓ ଫିଟ୍ ଜୀବନଶୈଳୀ ବଞ୍ଚିପାରିବେ।
ତେବେ ମହିଳାମାନେ କେମିତି ନିଜକୁ ସୁସ୍ଥ ଏବଂ ଫିଟ୍ ରଖିପାରିବେ, ସେ ବିଷୟରେ ବିଶିଷ୍ଟ ପ୍ରସୂତି ଓ ସ୍ତ୍ରୀ ରୋଗ ବିଶେଷଜ୍ଞ ଡାକ୍ତର ହର୍ପ୍ରିତ୍ କୌରଙ୍କଠାରୁ ଅଧିକ ଜାଣିବା ପାଇଁ ସ୍ଵାସ୍ଥ୍ୟପ୍ଲସ ଓଡ଼ିଆର ଏହି ଭିଡିଓ ଦେଖନ୍ତୁ।
Tags: #StayFit #WomenCare #Lifestyle #HealthyLife #OdiaHealthTips #DoctorAdvice