ଓଡ଼ିଶାଲାଇଭ୍ ବ୍ୟୁରୋ
ବୋରଲାଗ ଇନଷ୍ଟିଚ୍ୟୁଟ୍ ଫର୍ ସାଉଥ୍ ଏସିଆ (BISA) ଅଧୀନରେ ଟେକ୍ନିକାଲ ଆନାଲିଷ୍ଟ (ଫିସେରିଜ୍) ପଦବୀରେ ନିଯୁକ୍ତି ପାଇଁ ବିଜ୍ଞପ୍ତି ପ୍ରକାଶ ପାଇଛି। ଏହି ନିଯୁକ୍ତି ଓଡ଼ିଶା ଓ୍ୱାର୍ଲ୍ଡ ଫିସ୍ ପ୍ରୋଜେକ୍ଟ ତରଫରୁ ବିଭିନ୍ନ ଜିଲ୍ଲାରେ ଦିଆଯିବ। ଇଚ୍ଛୁକ ପ୍ରାର୍ଥୀମାନେ ଏପ୍ରିଲ୍ ୫ ତାରିଖ ଯାଏଁ ଆବେଦନ କରିପାରିବେ।
ଯୋଗ୍ୟତା:
- ଫିସେରିଜ୍ ସାଇନ୍ସଏଗ୍ରିକଲଚର ସାଇନ୍ସ ଲାଇଫ୍ ସାଇନ୍ସରେ ସ୍ନାତକ ଡିଗ୍ରୀ ହାସଲ କରିଥିବା ଆବଶ୍ୟକ
- ସଂପୃକ୍ତ ବିଭାଗରେ ସରକାରୀ ପ୍ରୋଜେକ୍ଟ,, ଏନ୍.ଜି.ଓ, ବା ପ୍ରାଇଭେଟ୍ ସେକ୍ଟରରେ ଅତିକମରେ ଗୋଟିଏ ବର୍ଷର ଅଭିଜ୍ଞତା ଥିବା ଆବଶ୍ୟକ।
ନିଯୁକ୍ତି ସ୍ଥାନ – ଓଡ଼ିଶାର କଟକ ଜିଲ୍ଲାରେ ଏହି ନିଯୁକ୍ତି ଦିଆଯିବ।
ଆବେଦନ ପ୍ରକ୍ରିୟା:
ଇଚ୍ଛୁକ ପ୍ରାର୍ଥୀମାନେ ନିଜର ବାୟୋଡାଟା (ସାଲାରୀ ରିସିପ୍ଟ, ନୋଟିସ୍ ପିରିୟଡ୍, ଆଶା କରୁଥିବା ସାଲାରୀ ସୂଚିତ କରି) recruitindia@cgiar.org କୁ ପଠାଇବେ।
ଅଧିକ ସୂଚନା ପାଇଁ devnetjobsindia.org ରେ କ୍ଲିକ୍ କରନ୍ତୁ।
source: www.chakiri.plus