ଓଡ଼ିଶାଲାଇଭ୍ ବ୍ୟୁରୋ

ଅର୍ଥମନ୍ତ୍ରୀ ନିର୍ମଳା ସୀତାରମଣ ମଙ୍ଗଳବାର ଦିନ ୨୦୨୪-୨୫ ଆର୍ଥିକ ବର୍ଷ ପାଇଁ ବଜେଟ ଉପସ୍ଥାପନା କରିଛନ୍ତି। ବଜେଟ ଉପସ୍ଥାପନା ବେଳେ ବିଭିନ୍ନ କ୍ଷେତ୍ରକୁ ଗୁରୁତ୍ଵ ଦିଆଯାଇଛି।

ଅର୍ଥମନ୍ତ୍ରୀଙ୍କ ଘୋଷଣା ଅନୁଯାୟୀ କେତେକ ଆବଶ୍ୟକ ଜିନିଷ ଶସ୍ତା ହେବାକୁଥିବା ବେଳେ କେତେକ ମହଙ୍ଗା ହୋଇଛି। ଜାଣନ୍ତୁ, କ’ଣ ମହଙ୍ଗା ହେବ ଏବଂ କ’ଣ ଶସ୍ତା ହେବ?

ଶସ୍ତା ହେବ

ସୁନା

ରୁପା

ପ୍ଲାଟିନମ

ମୋବାଇଲ୍ ଫୋନ୍

ମୋବାଇଲ୍ ଚାର୍ଜର

ବ୍ୟାଟେରୀ

ସୋଲାର ପ୍ୟାନେଲ

ସାମୁଦ୍ରିକ ଉତ୍ପାଦ

କ୍ୟାନ୍ସର ଔଷଧ

ମହଙ୍ଗା ହେବ

ପ୍ଲାଷ୍ଟିକ

ପ୍ଲାଷ୍ଟିକ ସମ୍ପର୍କିତ ଉତ୍ପାଦ

ପେଟ୍ରୋ କେମିକାଲ

ମଙ୍ଗଳବାର ଦିନ ସଂସଦରେ ଆଗତ ହୋଇଛି ଆର୍ଥିକ ବର୍ଷ ୨୦୨୪-୨୫ ପାଇଁ ପୂର୍ଣ୍ଣାଙ୍ଗ ବଜେଟ୍। କେନ୍ଦ୍ର ଅର୍ଥମନ୍ତ୍ରୀ ନିର୍ମଳା ସୀତାରମଣ ବଜେଟ୍ ଉପସ୍ଥାପନ କରିଛନ୍ତି। ପୂର୍ବ ବର୍ଷ ଭଳି ଏ ବର୍ଷର ବଜେଟ୍ ସମ୍ପୂର୍ଣ୍ଣ ଭାବେ ଡିଜିଟାଲ ଆକାରରେ ଉପସ୍ଥାପନ କରାଯାଇଛି। ଚଳିତ ବର୍ଷ କେନ୍ଦ୍ରରେ ତୃତୀୟ ଥର ପାଇଁ ଏନଡିଏ ସରକାର ଗଠନ ହେବାପରେ ଏହା ପ୍ରଥମ ପୂର୍ଣ୍ଣାଙ୍ଗ ବଜେଟ୍ ହୋଇଥିବାରୁ ଏହା ଉପରେ ସମସ୍ତଙ୍କ ନଜର ରହିଛି।

Tags: #Budget2024 #NirmalaSitharaman #UnionBudget202425 #BudgetUpdates #ParliamentBudgetSession #MinistryofFinance #India

LEAVE A REPLY

Please enter your comment!
Please enter your name here