ଓଡ଼ିଶାଲାଇଭ୍ ସ୍ଵାସ୍ଥ୍ୟ ବ୍ୟୁରୋ
ଗୋଟିଏ କିମ୍ବା ଦୁଇଟିଯାକ ଅଣ୍ଡକୋଷରେ ପ୍ରଦାହ ବା ଇନ୍ଫ୍ଲାମେସନ୍ ହେବାକୁ ଅର୍କାଇଟିସ୍ କୁହାଯାଏ। ବ୍ୟାକ୍ଟେରିଆ ବା ଭୂତାଣୁଜନିତ ସଂକ୍ରମଣ ଅର୍କାଇଟିସ୍ର କାରଣ ହୋଇପାରେ। ଏହି ସମସ୍ୟା ହେବା ଦ୍ୱାରା ଗୋଟିଏ କିମ୍ବା ଦୁଇଟି ଯାକ ଅଣ୍ଡକୋଷ ଫୁଲିଯାଏ, ଯନ୍ତ୍ରଣା ହୋଇଥାଏ ବୋଲି ଡାକ୍ତର କୁହନ୍ତି।
ଅର୍କାଇଟିସ କ’ଣ, କାହିଁକି ଅଣ୍ଡକୋଷରେ ସମସ୍ୟା ହୋଇଥାଏ ଏବଂ କିପରି ଏହାର ଚିକିତ୍ସା କରାଯାଏ, ବିଶିଷ୍ଟ ୟୁରୋଲୋଜିଷ୍ଟ ଡାକ୍ତର ଜ୍ୟୋତି ମୋହନ ତୋଷଙ୍କଠାରୁ ଅର୍କାଇଟିସ୍ ସମ୍ପର୍କରେ ଅଧିକ ଜାଣିବା ପାଇଁ ସ୍ଵାସ୍ଥ୍ୟପ୍ଲସ ଓଡ଼ିଆର ଏହି ଭିଡିଓ ଦେଖନ୍ତୁ।
Tags: #Orchitis #Inflammation #Treatment #OdiahealthTips #DoctorsAdvice