ଓଡ଼ିଶାଲାଇଭ୍ ସ୍ଵାସ୍ଥ୍ୟ ବ୍ୟୁରୋ
ମସ୍ତିଷ୍କର ଯେକୌଣସି ଭାଗରେ ଅନିୟନ୍ତ୍ରିତ ବୃଦ୍ଧି ଘଟିଲେ ପରବର୍ତ୍ତୀ ସମୟରେ ତାହା ଟ୍ୟୁମରର ରୂପ ନେଇଥାଏ। ମସ୍ତିଷ୍କରେ ଟ୍ୟୁମର ହେଲେ ଭୀଷଣ ମୁଣ୍ଡ ବ୍ୟଥା ହୁଏ। ମୁଣ୍ଡ ବ୍ୟଥା ସହ ବାନ୍ତି ହେବା, ବାତ ମାରିବା, ଶରୀରର ସନ୍ତୁଳନ ହରାଇ ବସିବା ଭଳି ଲକ୍ଷଣ ଦେଖାଯାଇଥାଏ।
ତେବେ ମସ୍ତିଷ୍କରେ ଟ୍ୟୁମର ବା ବ୍ରେନ୍ ଟ୍ୟୁମର କାହିଁକି ହୁଏ, ବ୍ରେନ ଟ୍ୟୁମରକୁ ଚିହ୍ନିବେ କେମିତି, ଏହାର ପରୀକ୍ଷା କେମିତି କରାଯାଏ ଓ ବ୍ରେନ ଟ୍ୟୁମରର ଚିକିତ୍ସା କେମିତି କରାଯାଏ, ସେ ବିଷୟରେ ବିଶିଷ୍ଟ ନ୍ୟୁରୋ ସ୍ପାଇନ୍ ସର୍ଜନ ଡାକ୍ତର ଆତ୍ମରଞ୍ଜନ ଦାଶଙ୍କଠାରୁ ଅଧିକ ଜାଣିବା ପାଇଁ ସ୍ଵାସ୍ଥ୍ୟପ୍ଲସ ଓଡ଼ିଆର ଏହି ଭିଡିଓ ଦେଖନ୍ତୁ।
Tags: #BrainTumor #Causes #Symptoms #Treatment #Healthcare #OdiaHealthTips #DoctorAdvice