ଓଡ଼ିଶାଲାଇଭ୍ ସ୍ଵାସ୍ଥ୍ୟ ବ୍ୟୁରୋ
କ୍ରୋନିକ କିଡନି ରୋଗ (ସିକେଡି) ହେଉଛି ସମୟ କ୍ରମେ ଧୀରେ ଧୀରେ କିଡନିର କାର୍ଯ୍ୟ କ୍ଷମତା ହ୍ରାସ ପାଇବା। ମଧୁମେହ କିମ୍ବା ଉଚ୍ଚ ରକ୍ତଚାପ ଭଳି ବିଭିନ୍ନ ରୋଗ ଯୋଗୁଁ କିଡନି ରୋଗ ହେବାର ସମ୍ଭାବନା ରହିଛି। କିଡନି ଫେଲ୍ୟୁୟର ଭଳି ଜଟିଳତାକୁ ରୋକିବା ପାଇଁ ପ୍ରାରମ୍ଭିକ ଚିହ୍ନଟ ଅତ୍ୟନ୍ତ ଜରୁରୀ ବୋଲି ଡାକ୍ତର କୁହନ୍ତି।
ତେବେ କ୍ରୋନିକ କିଡନି ରୋଗ କ’ଣ, କ୍ରୋନିକ କିଡନି ରୋଗର କାରଣ କ’ଣ ଓ କିପରି ଏହାର ଚିକିତ୍ସା କରାଯାଏ, ସେ ସମ୍ପର୍କରେ ବିଶିଷ୍ଟ ୟୁରୋଲୋଜିଷ୍ଟ ଡାକ୍ତର ମାନସ ରଞ୍ଜନ ପ୍ରଧାନଙ୍କଠାରୁ ଅଧିକ ଜାଣିବା ପାଇଁ ସ୍ଵାସ୍ଥ୍ୟପ୍ଲସ ଓଡ଼ିଆର ଏହି ଭିଡିଓ ଦେଖନ୍ତୁ।
Tags: #CronicKidneyDisease #Causes #Treatment #OdiaHealthTips #DoctorAdvice