ଓଡ଼ିଶାଲାଇଭ୍ ସ୍ଵାସ୍ଥ୍ୟ ବ୍ୟୁରୋ
ପିରିୟଡସ୍ ବେଳେ ଅସ୍ୱାଭାବିକ ରକ୍ତସ୍ରାବ ହେବା ଚିନ୍ତାର ବିଷୟ। ଏହା ବିଭିନ୍ନ କାରଣ ଯୋଗୁଁ ହୋଇପାରେ ବୋଲି ଡାକ୍ତର କୁହନ୍ତି।
ତେବେ ପିରିୟଡସ୍ ବେଳେ କାହିଁକି ଅସ୍ଵାଭାବିକ ଭାବେ ରକ୍ତସ୍ରାବ ହୁଏ, ସ୍ଵାଭାବିକ ଓ ଅସ୍ଵାଭାବିକ ରକ୍ତସ୍ରାବକୁ କେମିତି ଚିହ୍ନିବେ, କେଉଁ ଟେଷ୍ଟ ମଧ୍ୟମରେ ଏହି ସମସ୍ୟା ବିଷୟରେ ଜାଣିହୁଏ ଓ ଏହାର ଚିକିତ୍ସା କେମିତି କରାଯାଏ, ସେ ସମ୍ପର୍କରେ ପ୍ରସୂତି ଓ ସ୍ତ୍ରୀ ରୋଗ ବିଶେଷଜ୍ଞ ଡାକ୍ତର ଶିଳ୍ପା ମିଶ୍ରଙ୍କଠାରୁ ଅଧିକ ଜାଣିବା ପାଇଁ ସ୍ଵାସ୍ଥ୍ୟପ୍ଲସ ଓଡ଼ିଆର ଏହି ଭିଡିଓ ଦେଖନ୍ତୁ।
Tags: #AbnormalUterineBleeding #Causes #Treatment #OdiaHealthTips #DoctorAdvice