ଓଡ଼ିଶାଲାଇଭ୍ ସ୍ଵାସ୍ଥ୍ୟ ବ୍ୟୁରୋ

ଷ୍ଟ୍ରେସ୍‌ ବା ମାନସିକ ଚାପ ଆଜିକାଲିର ଏକ ସାଧାରଣ ସମସ୍ୟା କହିଲେ ଅତ୍ୟୁକ୍ତି ହେବନି। ବର୍ତ୍ତମାନ ସମୟରେ ପିଲାଠୁ ଆରମ୍ଭ କରି ବୁଢ଼ା ପର୍ଯ୍ୟନ୍ତ ସମସ୍ତେ ଏହି ସମସ୍ୟାରେ ପୀଡ଼ିତ।

ତେବେ ମାନସିକ ଚାପ ଥିଲେ ନିଜକୁ କେମିତି ସମ୍ଭାଳିବେ, ଷ୍ଟ୍ରେସକୁ କେମିତି ଚିହ୍ନିବେ, ଷ୍ଟ୍ରେସ ନିୟନ୍ତ୍ରଣ ପାଇଁ କ’ଣ କରିବେ, ସେ ବିଷୟରେ ବିଶିଷ୍ଟ ମାନସିକ ରୋଗ ବିଶେଷଜ୍ଞ ଡାକ୍ତର ସମ୍ରାଟ କର କ’ଣ କହୁଛନ୍ତି ଜାଣିବା ପାଇଁ ସ୍ଵାସ୍ଥ୍ୟପ୍ଲସ ଓଡ଼ିଆର ଏହି ଭିଡିଓ ଦେଖନ୍ତୁ।

Tags: #MentalHealth #Stress #Causes #Treatment #OdiaHealthTips #DoctorAdvice

LEAVE A REPLY

Please enter your comment!
Please enter your name here