ଓଡ଼ିଶାଲାଇଭ୍ ସ୍ଵାସ୍ଥ୍ୟ ବ୍ୟୁରୋ
ବର୍ତ୍ତମାନ ଅଣ୍ଟା ବିନ୍ଧା ଅଧିକାଂଶ ଲୋକଙ୍କର ସମସ୍ୟା ପାଲଟିଛି। ଯୁବାବସ୍ଥାରେ ମଧ୍ୟ ଅଣ୍ଟା ବିନ୍ଧା ସମସ୍ୟା ଦେଖିବାକୁ ମିଳୁଛି। ଜୀବନଶୈଳୀରେ କିଛିଟା ପରିବର୍ତ୍ତନ ଓ କେତେକ ଯୋଗାସନ ଅଣ୍ଟା ବିନ୍ଧାରୁ ଉପଶମ ଦେଇପାରିବ ବୋଲି ଯୋଗ ବିଶେଷଜ୍ଞ କୁହନ୍ତି।
ତେବେ ଅଣ୍ଟା ବିନ୍ଧାରୁ ଉପଶମ ପାଇଁ କେଉଁ ପ୍ରକାର ଯୋଗାସନ କରିବେ, ସେ ସମ୍ପର୍କରେ ଯୋଗ ବିଶେଷଜ୍ଞ ପ୍ରତ୍ୟୁଷ ରଞ୍ଜନ ରାୟଙ୍କଠାରୁ ଜାଣିବା ପାଇଁ ସ୍ଵାସ୍ଥ୍ୟପ୍ଲସ ଓଡ଼ିଆର ଏହି ଭିଡିଓ ଦେଖନ୍ତୁ।
Tags: #BackPain #BackPainRelief #Yoga #OdiaHealthTips