ଓଡ଼ିଶାଲାଇଭ୍ ସ୍ଵାସ୍ଥ୍ୟ ବ୍ୟୁରୋ

କୌଣସି କାର୍ଯ୍ୟ ବା ଜନିଷ ପ୍ରତି ଅହେତୁକ ଭୟଭୀତ ହେବା ଏକ ପ୍ରକାରର ମାନସିକ ସମସ୍ୟା। ଏହାକୁ ଫୋବିୟା ବୋଲି କୁହାଯାଏ।

ତେବେ ଫୋବିୟା କାହିଁକି ହୋଇଥାଏ, ଏହା କେତେ ପ୍ରକାରର ଓ କେମିତି ଏହାର ଚିକିତ୍ସା କରାଯାଏ, ସେ ସମ୍ପର୍କରେ ବିଶିଷ୍ଟ ମାନସିକ ରୋଗ ବିଶେଷଜ୍ଞ ଡାକ୍ତର ସମ୍ରାଟ କର କ’ଣ କହୁଛନ୍ତି ଜାଣିବା ପାଇଁ ସ୍ଵାସ୍ଥ୍ୟପ୍ଲସ ଓଡ଼ିଆର ଏହି ଭିଡିଓ ଦେଖନ୍ତୁ।

Tags: #Phobia #PanicDisorder #Causes #Treatment #OdiaHealthTips #DoctorAdvice

LEAVE A REPLY

Please enter your comment!
Please enter your name here