ଓଡ଼ିଶାଲାଇଭ୍ ସ୍ଵାସ୍ଥ୍ୟ ବ୍ୟୁରୋ

ବର୍ତ୍ତମାନ ମେରୁଦଣ୍ଡ ଯନ୍ତ୍ରଣା ଏକ ସାଧାରଣ ସମସ୍ୟା ହୋଇଗଲାଣି। ଭୁଲ ଶୈଳୀରେ ଅଧିକ ସମୟ ବସି ରହିବା, ମୋଟାପଣ ଓ ବର୍ତ୍ତମାନର ଜୀବନଶୈଳୀ ମେରୁଦଣ୍ଡ ଯନ୍ତ୍ରଣାର କାରଣ ପାଲଟୁଥିବା ଡାକ୍ତର କୁହନ୍ତି।

ତେବେ ମେରୁଦଣ୍ଡ ଯନ୍ତ୍ରଣା କେମିତି ଭଲ ହେବ, ସେ ସମ୍ପର୍କରେ ଡାକ୍ତର ଆତ୍ମରଞ୍ଜନ ଦାଶଙ୍କଠାରୁ ଅଧିକ ଜାଣିବା ପାଇଁ ସ୍ଵାସ୍ଥ୍ୟପ୍ଲସ ଓଡ଼ିଆର ଏହି ଭିଡିଓ ଦେଖନ୍ତୁ।

Tags: #BackPain #BackPainRelive #Symptoms #Causes #Treatment #OdiaHealthTips #DoctorAdvice

LEAVE A REPLY

Please enter your comment!
Please enter your name here