ଓଡ଼ିଶାଲାଇଭ୍ ସ୍ଵାସ୍ଥ୍ୟ ବ୍ୟୁରୋ

ଗର୍ଭାବସ୍ଥା ସମୟରେ ଅନେକ ମହିଳାଙ୍କର ଯୋନିରୁ ଧଳାସ୍ରାବ ହୋଇଥାଏ, ଯାହା ସ୍ଵାଭାବିକ। ହେଲେ କେତେକ ସମୟରେ ଗର୍ଭବତୀଙ୍କୁ ଡାକ୍ତରଙ୍କ ପରାମର୍ଶ ନେବାର ଆବଶ୍ୟକତା ରହିଥାଏ।

ଗର୍ଭାବସ୍ଥାରେ କାହିଁକି ଧଳାସ୍ରାବ ହୁଏ, କେତେବେଳେ ଜଣେ ଗର୍ଭବତୀ ମହିଳା ଡାକ୍ତରଙ୍କ ପରାମର୍ଶ ନେବେ, ସେ ସମ୍ପର୍କରେ ପ୍ରସୂତି ଓ ସ୍ତ୍ରୀ ରୋଗ ବିଶେଷଜ୍ଞ ଡାକ୍ତର ସ୍ମୃତି ଶ୍ରୀ ସାହୁଙ୍କଠାରୁ ଅଧିକ ଜାଣିବା ପାଇଁ  ସ୍ଵାସ୍ଥ୍ୟପ୍ଲସ ଓଡ଼ିଆର ଏହି ଭିଡିଓ ଦେଖନ୍ତୁ।

Tags: #WhiteDischarge #Pregnancy #HealthCare #OdiaHealthTips #DoctorAdvice

Comment