ଓଡ଼ିଶାଲାଇଭ୍ ସ୍ଵାସ୍ଥ୍ୟ ବ୍ୟୁରୋ

ଶିଶୁଙ୍କଠାରେ ମଧ୍ୟ ହୋଇପାରେ କୋଷ୍ଠକାଠିନ୍ୟ ସମସ୍ୟା। ସଠିକ ସମୟରେ ଲକ୍ଷଣକୁ ଚିହ୍ନି ଚିକିତ୍ସା କଲେ ଜଟିଳତାକୁ ଏଡ଼ାଇ ଦିଆଯାଇପାରିବ ବୋଲି ଡାକ୍ତର କୁହନ୍ତି।

ତେବେ ଛୋଟ ପିଲାଙ୍କଠାରେ କାହିଁକି ହୁଏ କୋଷ୍ଠକାଠିନ୍ୟ ସମସ୍ୟା, ପିଲାଙ୍କ କୋଷ୍ଠକାଠିନ୍ୟକୁ ଚିହ୍ନିବେ କେମିତି, ପିଲାଙ୍କୁ କିଭଳି ଖାଦ୍ୟ ଦେବା ଆବଶ୍ୟକ ଓ ଏହି ସମସ୍ୟାକୁ କେମିତି ରୋକିବେ, ସେ ବିଷୟରେ ଶିଶୁ ରୋଗ ବିଶେଷଜ୍ଞ ଡାକ୍ତର ସ୍ନେହମୟୀ ନାୟକଙ୍କଠାରୁ ଅଧିକ ଜାଣିବା ପାଇଁ ସ୍ଵାସ୍ଥ୍ୟପ୍ଲସ ଓଡ଼ିଆର ଏହି ଭିଡିଓ ଦେଖନ୍ତୁ।

Tags: #Constipation #ChildCare #HealthCare #Treatment #HealthyLife #OdiaHealthTips #DoctorAdvice

Comment