ଓଡ଼ିଶାଲାଇଭ୍ ସ୍ଵାସ୍ଥ୍ୟ ବ୍ୟୁରୋ

ନାରୀ ହେଲେ ସଶକ୍ତ, ସୁନ୍ଦର ହେବ ଆମ ଭବିଷ୍ୟତ। ଗୋଟେ ନାରୀ ଯଦି ତା’ର ପୋଷଣ ପ୍ରତି ବିଶେଷ ଧ୍ୟାନ ଦେବ, ତା’ ହେଲେ ଉଭୟ ଶାରୀରିକ ଏବଂ ମାନସିକ ଭାବେ ସେ ସୁସ୍ଥ ହୋଇପାରିବ।

ତେବେ ମହିଳାମାନଙ୍କୁ ନିଜ ଖାଦ୍ୟପେୟ ଉପରେ ବିଶେଷ ଧ୍ୟାନ ଦେବା କାହିଁକି ଜରୁରୀ, କିଶୋରୀ ଅବସ୍ଥାରେ କିଭଳି ପୋଷଣ ନେବା ଦରକାର, ଗର୍ଭାବସ୍ଥା ଏବଂ ସ୍ତନପାନ ସମୟରେ ଜଣେ ମହିଳାଙ୍କ ଡାଏଟ୍ କେମିତି ହେବା ଆବଶ୍ୟକ, ସେ ବିଷୟରେ ଅଧିକ ଜାଣିବା ପାଇଁ ଏହି ଭିଡିଓ ଦେଖନ୍ତୁ।

Tags: #HealthyFood #HealthyDiet #Nutrition #WomenHealth #OdiaHealthTips #HealthCare #HealthyLife #DoctorAdvice

Comment