ଓଡ଼ିଶାଲାଇଭ୍ ସ୍ଵାସ୍ଥ୍ୟ ବ୍ୟୁରୋ

ମଣିଷ ଶରୀରର ଗୁରୁତ୍ୱପୂର୍ଣ୍ଣ ଅଙ୍ଗ ହେଉଛି କିଡନି ବା ବୃକକ୍‌। ଯଦି କୌଣସି କାରଣରୁ କିଡନି ଖରାପ ହୋଇଯାଏ, ତେବେ ସମ୍ପୂର୍ଣ୍ଣ ଶରୀର ଅଚଳ ହୋଇପଡ଼େ। କାରଣ ରକ୍ତ ଛାଣିବାଠାରୁ ଆରମ୍ଭ କରି ଶରୀରର ସମସ୍ତ ବର୍ଜ୍ୟବସ୍ତୁକୁ କିଡନି ବାହାର କରିଥାଏ। ତେଣୁ କିଡନିକୁ ସୁସ୍ଥ ରଖିବା ନିହାତି ଜରୁରୀ।

କିଡନିକୁ ସୁସ୍ଥ ରଖିବା କାହିଁକି ଜରୁରୀ, ଶରୀରରେ କିଡନିର ଭୂମିକା, କିଡନି କାହିଁକି ଖରାପ ହୁଏ, ଏ ସମସ୍ତ ବିଷୟରେ ଜାଣିବା ପାଇଁ ସ୍ଵାସ୍ଥ୍ୟପ୍ଲସ ଓଡ଼ିଆର ଏହି ଭିଡିଓ ଦେଖନ୍ତୁ।

Tags: #Kidney #KidneyDisease #Treatment #OdiaHealthTips #DoctorAdvice

Comment