ନଭେମ୍ବର ୧୫ରୁ କଟକର ଐତିହାସିକ ବାଲିଯାତ୍ରା

ଓଡ଼ିଶାଲାଇଭ୍ ବ୍ୟୁରୋ ନଭେମ୍ବର ୧୫ ତାରିଖରୁ ଆରମ୍ଭ ହେବାକୁ ଯାଉଛି କଟକର ଐତିହାସିକ ବାଲିଯାତ୍ରା। ଚଳିତ ବର୍ଷ ଉଭୟ ଉପର ଓ ତଳ ପଡ଼ିଆରେ ବାଲିଯାତ୍ରା କରିବା ଲାଗି ଅନୁମତି ମିଳିଛି। ତେବେ ଆସନ୍ତା...

କଟକ ଖାନନଗରରେ ଆକର୍ଷଣ ଥିଲା ବୈଷ୍ଣୋ ମାତା ମନ୍ଦିର

ଓଡ଼ିଶାଲାଇଭ୍ ବ୍ୟୁରୋ https://www.youtube.com/watch?v=HSSkW22swRs ଏଥର ଦଶହରା ପାଇଁ ଚଳଚଞ୍ଚଳ ହୋଇଉଠିଥିଲା କଟକ ସହର। ପ୍ରତିବର୍ଷ ଭଳି ଚଳିତ ବର୍ଷ ଖାନନଗର ଖପୁରିଆ ଶିଳ୍ପାଞ୍ଚଳ କମିଟି ପକ୍ଷରୁ ନୂଆ ଥିମରେ ତିଆରି ହୋଇଥିଲା ବୃନ୍ଦାବନର ବୈଷ୍ଣୋ ଦେବୀ...

ଏଥର ଦୁର୍ଗାପୂଜା: କଟକ ବୟାଳିଶି ମଉଜା ପିତ୍ତଳ ମେଢ଼

ଓଡ଼ିଶାଲାଇଭ୍ ବ୍ୟୁରୋ https://www.youtube.com/watch?v=MP2Vp7-EKQw ଦୁର୍ଗାପୂଜା ପାଇଁ ଉତ୍ସବମୁଖର କଟକ ସହର। କଟକରେ ଜମୁଛି ପୂଜାର ମାହୋଲ। ସୁନା ଚାନ୍ଦି ଭିତରେ ଆକର୍ଷଣ ପାଲଟିଛି ପିତ୍ତଳ ମେଢ଼। କଟକ ୪୨ ମୌଜା ଦୁର୍ଗାପୂଜା କମିଟି ପକ୍ଷରୁ ଚଳିତବର୍ଷ ପ୍ରଥମ...

ଏଥର ଦୁର୍ଗାପୂଜା: କଟକ ତୁଳସୀପୁରରେ ଝଟକୁଛି ଚାନ୍ଦିମେଢ଼

ଓଡ଼ିଶାଲାଇଭ୍ ବ୍ୟୁରୋ https://www.youtube.com/watch?v=Yl7hkv1D5Dg ଦୁର୍ଗାପୂଜା ପାଇଁ ଉତ୍ସବମୁଖର କଟକ ସହର। କଟକରେ ଜମୁଛି ପୂଜାର ମାହୋଲ। କଟକ ଦଶହରାର ଏକ ନିଆରା ଆକର୍ଷଣ ହେଉଛି ଚାନ୍ଦିମେଢ଼। ଚଳିତବର୍ଷ କଟକ ସହରର ମୋଟ ୩୪ଟି ମଣ୍ଡପରେ ଚାନ୍ଦିମେଢ଼...

ଆଜି ମା’ ଦୁର୍ଗାଙ୍କ ଭସାଣ ଯାତ୍ରା: ଭୁବନେଶ୍ୱର ଓ କଟକରେ ଟ୍ରାଫିକ କଟକଣା

ଓଡ଼ିଶାଲାଇଭ୍ ବ୍ୟୁରୋ ଆଜି ଧରା ପୃଷ୍ଠରୁ ମେଲାଣି ନେବେ ମା’ ଦୁର୍ଗା। ଭକ୍ତଙ୍କୁ ଦର୍ଶନ ଦେବା ପରେ ବିଦାୟ ନେବେ ଦୁର୍ଗତୀନାଶିନୀ। ବିଭିନ୍ନ ପୂଜାମଣ୍ଡପରୁ ମା’ଙ୍କ ଭସାଣ ଯାତ୍ରା ଆରମ୍ଭ ହେବ। ଭୁବନେଶ୍ୱର ଓ...

କଟକ ଦଶହରାରେ ସାହି ମୁରବିମାନଙ୍କ ଭୂମିକା

ଓଡ଼ିଶାଲାଇଭ୍ ବ୍ୟୁରୋ ସାହି ମୁରବିଙ୍କ ନେତୃତ୍ୱରେ ଆଗକୁ ବଢୁଛି କଟକ ସହରର ଭାଇଚାରା। (କଟକରୁ ଜୟ ମହାନ୍ତି): ନଦୀ ପଠାରେ କାଶତଣ୍ଡୀ ଦେଖିଲେ ଭାରି ଖୁସି ହୋଇଯାନ୍ତି କଟକିଆ। ଏହି ଖୁସି ପଛର ମୁଖ୍ୟ କାରଣ...

କଟକ ଦଶହରାରେ ଚାନ୍ଦିମେଢ଼ର ଇତିହାସ

ଓଡ଼ିଶାଲାଇଭ୍ ବ୍ୟୁରୋ ଐତିହ୍ୟ ସହର କଟକରେ ବହୁ କାଳରୁ ଚାଲିଆସୁଛି ଦେବୀ ପୂଜାର ପରମ୍ପରା। କଟକ ଦଶହରା ଏବଂ ଚାନ୍ଦିମେଢ଼ ପଛରେ ରହିଛି ଏକ ସୁନ୍ଦର ଇତିହାସ। ତ୍ରୟୋଦଶ ଶତାବ୍ଦୀରେ କଟକରେ ବାରବାଟୀ ଦୁର୍ଗ ନିର୍ମାଣ ସହ ଏଠାକାର ରକ୍ଷାକର୍ତ୍ତ୍ରୀ ଭାବେ ମା’ ଗଡ଼ଚଣ୍ଡୀଙ୍କୁ ସ୍ଥାପନ କରାଯାଇ ପୂଜା କରାଯାଉଛି। ଶାରଦୀୟ...

ଦୁର୍ଗାପୂଜା ପାଇଁ କଟକ-ଭୁବନେଶ୍ଵରରେ ଟ୍ରାଫିକ କଟକଣା: ଜାଣନ୍ତୁ କେଉଁ ବାଟ ଦେଇ ଯିବେ?

ଓଡ଼ିଶାଲାଇଭ୍ ବ୍ୟୁରୋ ଦୁର୍ଗାପୂଜା ଲାଗି ଟୁଇନ ସିଟି କଟକ-ଭୁବନେଶ୍ଵର ପାଇଁ ଜାରି ହେଲା ଟ୍ରାଫିକ କଟକଣା। ଅକ୍ଟୋବର ୯ରୁ ୧୩ ତାରିଖ ଯାଏଁ ଅପରାହ୍ଣ ୪ଟାରୁ ରାତି ୨ଟା ପର୍ଯ୍ୟନ୍ତ ଏହି କଟକଣା ଜାରି...

କଟକ ଦୁର୍ଗା ପୂଜା ପ୍ରଥମେ ୧୮୩୨ରେ ଆରମ୍ଭ ହୋଇଥିଲା

ଓଡ଼ିଶାଲାଇଭ୍ ବ୍ୟୁରୋ ଓଡ଼ିଶାର ସାଂସ୍କୃତିକ ରାଜଧାନୀ କଟକ ଦଶହରା ଭାରତ ପ୍ରସିଦ୍ଧ। କଲିକତା ପରେ କଟକ ବୋଧହୁଏ ଦ୍ଵିତୀୟ ସହର ଯେଉଁଠି ଏତେ ଆଡ଼ମ୍ବର ସହକାରେ ଦୁର୍ଗାପୂଜା ପାଳିତ ହୁଏ। ଇତିହାସ କୁହେ, ୧୮୩୨ ସାଲରେ...

କଟକରେ ଦୁର୍ଗର ନାଁ ‘ବାରବାଟୀ’ କାହିଁକି? ଜାଣନ୍ତୁ ଏହାର ଇତିହାସ

ଓଡ଼ିଶାଲାଇଭ୍ ବ୍ୟୁରୋ ରୌପ୍ୟ ନଗରୀ କଟକ। ଓଡ଼ିଆ ସଂସ୍କୃତି, ଐତିହ୍ୟ ଓ ଭାଇଚାରାକୁ ନେଇ ଏ ସହର ଯେତିକି ପରିଚିତ, ସହରର ବିଭିନ୍ନ ପୁରାତନ କୀର୍ତ୍ତିରାଜି ରହସ୍ୟ ସେତିକି ଉତ୍ସାହଜନକ। ଏଠି ସାଧବ ପୁଅଙ୍କ...