ବର୍ଷର ସବୁଠୁ ବଡ଼ ଧରଣର ଲୁଟ୍ – ଫାଇନାନ୍ସ କମ୍ପାନିରୁ ୧୨ କୋଟିର ଡକାୟତି

ଓଡ଼ିଶାଲାଇଭ୍ ବ୍ୟୁରୋ ଶେଷ ହେବାକୁ ବସିଛି ବର୍ଷ ୨୦୨୦। ଚଳିତ ବର୍ଷ ରାଜ୍ୟରେ ଅନେକ ଛୋଟ ବଡ଼ ଲୁଟ ଘଟଣା ଦେଖିବାକୁ ମିଳିଥିଲା। କିନ୍ତୁ ସବୁଠୁ ଚାଞ୍ଚଲ୍ୟ ସୃଷ୍ଟି କରିଥିଲା କଟକର ଆଇଆଇଏଫଏଲ ଫାଇନାନ୍ସ...

ନକଲି ସାମଗ୍ରୀ କବ୍‌ଜାରୁ ହଟୁନି କଟକ, ଜଗତପୁରରୁ ପୁଣି ଏକ ନକଲି କାରଖାନା ଠାବ କଲା ପୋଲିସ

ଓଡ଼ିଶାଲାଇଭ୍ ବ୍ୟୁରୋ  ଜଗତପୁରୁ ନକଲି ସୋୟାବିନ୍ କାରଖାନା ଠାବ ୧୦ ଲକ୍ଷରୁ ଅଧିକ ସୋୟାବିନ୍, ରାସାୟନିକ ପଦାର୍ଥ, ମେସିନ୍ ଜବତ କାରଖାନା ମାଲିକ ଓ ସହଯୋଗୀ କାରିଗର ଗିରଫ କଟକର ଜଗତପୁର ଶିଳ୍ପାଞ୍ଚଳ ସମେତ...

ଥାନା ଭିତରେ ଦୁଷ୍କର୍ମ ପୀଡ଼ିତା ନାବାଳିକାଙ୍କୁ ନିର୍ଯ୍ୟାତନା ଘଟଣା – ମୁଖ୍ୟ ଅଭିଯୁକ୍ତ ସମେତ ୫ ଗିରଫ

ଓଡ଼ିଶାଲାଇଭ୍ ବ୍ୟୁରୋ ସସପେଣ୍ଡ୍ ହେଲେ ନରସିଂହପୁର ଥାନା ଏଏସ୍‌ଆଇ। କଟକରେ ଜଣେ ଦୁଷ୍କର୍ମ ପୀଡ଼ିତା ନାବାଳିକାକୁ ଥାନା ଭିତରେ ପୋଲିସର ନିର୍ଯ୍ୟାତନା ଘଟଣାକୁ ନେଇ ତୁମ୍ବିତୋଫାନ ସୃଷ୍ଟି ହେଲାଣି। ଚାଇଲ୍ଡ ଲାଇନ୍ ଏବଂ କଟକ ଗ୍ରାମାଞ୍ଚଳ...

କେବେ ଖୋଲିବ କଟକ ଚଣ୍ଡୀ ମନ୍ଦିର?

ଓଡ଼ିଶାଲାଇଭ୍ ବ୍ୟୁରୋ କଟକ: କରୋନା କଟକଣା ଯୋଗୁଁ ଦୀର୍ଘ ଦିନ ଧରି ବନ୍ଦ ପଡ଼ିଛି ମନ୍ଦିର। ଦେବାଦେବୀଙ୍କ ଦର୍ଶନ ପାଇଁ ଶ୍ରଦ୍ଧାଳୁଙ୍କ ଉପରେ ଲାଗିଛି ଅଙ୍କୁଶ। ନୀତିକାନ୍ତି ହେଉଥିଲେ ବି ସାଧାରଣ ଲୋକଙ୍କ ପାଇଁ...

କଟକର କିଶୋର ଲେଖକ ଶୁଭ୍ରାଂଶୁ ଦାସ ସାଜିଲେ ଅନ୍ତର୍ଜାତୀୟ ଔପନ୍ୟାସିକଙ୍କ ‘ସହଲେଖକ’

ଓଡ଼ିଶାଲାଇଭ୍ ବ୍ୟୁରୋ କଟକର ୧୭ ବର୍ଷିୟ ଲେଖକ ଶୁଭ୍ରାଂଶୁ ଦାସ ଏବେ ଅନ୍ତର୍ଜାତୀୟ ଲେଖକ ପାମ୍‌ ରସ୍‌ଙ୍କ ସହ ମିଶି ଲେଖୁଛନ୍ତି ରହସ୍ୟ ରୋମାଞ୍ଚଭରା ଉପନ୍ୟାସ। (କଟକରୁ ବିଶ୍ଵଜିତ ସାହୁ): ମାତ୍ର ୧୭ ବର୍ଷ ବୟସରେ...

ଆସ କିଏ ଖାଇବ କଟକ ଚାଉଳିଆଗଞ୍ଜର ‘ଥ୍ରୀ ଇନ୍ ଓ୍ଵାନ୍ ବରା’

ଓଡ଼ିଶାଲାଇଭ୍ ବ୍ୟୁରୋ କଟକର ଥ୍ରୀ ଇନ୍ ଓ୍ଵାନ୍ ବରା ଖାଇବାକୁ ଛୁଟି ଆସୁଛନ୍ତି ଗ୍ରାହକ। (କଟକରୁ ବିଶ୍ଵଜିତ ସାହୁ): ଚଟପଟି ଛଣାଛଣି ଖାଇବା କଥା କହିଲେ ବରା ନାଁଟି ଆପେ ଆପେ ମୁହଁକୁ ଚାଲିଆସେ। ଜଳଖିଆ...

ଚୋରା ବନ୍ଧୁକ କାରବାର ଘଟଣା – ଡି ବ୍ରଦର୍ସଙ୍କୁ ରିମାଣ୍ଡରେ ନେବ କମିସନରେଟ୍ ପୋଲିସ!

ଓଡ଼ିଶାଲାଇଭ୍ ବ୍ୟୁରୋ ଜେଲରେ ଥାଇ ମଧ୍ୟ ଚୋରା ବନ୍ଧୁକ କାରବାର ଚଳାଇଥିବା ଧଳସାମନ୍ତ ଭାଇଙ୍କୁ ରିମାଣ୍ଡରେ ନେଇପାରେ କମିସନରେଟ୍ ପୋଲିସ। ବନ୍ଧୁକ ଚୋରା ଚାଲାଣ ନେଇ ପୋଲିସ ତାଙ୍କୁ ଅଧିକ ପଚରାଉଚୁରା କରିବ ବୋଲି...

କଟକିଆଙ୍କ ମନ ଜିଣୁଛି ଅନ୍ନପୁର୍ଣ୍ଣା ମାଉସୀଙ୍କ ‘ବାମ୍ଫ ଚକୁଳି’ ସାଙ୍ଗକୁ ରସୁଣ ଚଟଣି

ଓଡ଼ିଶାଲାଇଭ୍ ବ୍ୟୁରୋ କଟକର ଚକୁଳି ମାଉସୀଙ୍କ ବାମ୍ଫ ଚକୁଳି ଖାଇବାକୁ ସକାଳୁ ସକାଳୁ ଛୁଟି ଆସୁଛନ୍ତି ଗ୍ରାହକ। (କଟକରୁ ବିଶ୍ଵଜିତ ସାହୁ): କଟକ ସହରରେ ଚକୁଳି କଥା କହିଲେ ଆପେ ଆପେ ମନକୁ ଆସିଯାଏ ଅନ୍ନପୂର୍ଣ୍ଣା...

କଟକରେ ପୁଣି ନକଲି ମସଲା ଓ ଘିଅ କାରଖାନା ଠାବ

ଓଡ଼ିଶାଲାଇଭ୍ ବ୍ୟୁରୋ କଟକ: କଟକରୁ ପୁଣି ନକଲି ଖାଦ୍ୟ ସାମଗ୍ରୀ କାରଖାନା ଠାବ ହୋଇଛି। ଶନିବାର ଚାଉଳିଆଗଞ୍ଜ ଥାନା ପୋଲିସ ଦୁଇଟି ସ୍ଥାନରେ ଚଢ଼ାଉ କରି ନକଲି ମସଲା କାରଖାନା ଓ ଅପମିଶ୍ରିତ ଘିଅ...

ଏଣିକି ସବୁ ସୁନା ଋଣ ପ୍ରଦାନକାରୀ ସଂସ୍ଥା ଉପରେ ପୋଲିସ ରଖିବ କଡ଼ା ନଜର: ପୋଲିସ କମିସନର

ଓଡ଼ିଶାଲାଇଭ୍ ବ୍ୟୁରୋ କଟକ ଫାଇନାନ୍ସ ସଂସ୍ଥାରୁ ଲୁଟ୍‌ ଭଳି ଘଟଣାର ଯେପରି ପୁନରାବୃତ୍ତି ନହୁଏ ସେଥିପାଇଁ ସମସ୍ତ ବନ୍ଧକ ସଂସ୍ଥା ଉପରେ କଡ଼ା ନଜର ରଖିବ ପୋଲିସ। କଟକ ଆଇଆଇଏଫ୍‌ଏଲ୍‌ ଶାଖା ସୁନା ଲୁଟ୍‌ରେ ଉକ୍ତ...