ମହାଶିବରାତ୍ରୀ: ମହାପ୍ରଭୁ ଲିଙ୍ଗରାଜଙ୍କ ମନ୍ଦିରରେ ରାତି ୧୦ଟାରେ ଉଠିବ ମହାଦୀପ
ଓଡ଼ିଶାଲାଇଭ୍ ବ୍ୟୁରୋ
ଫେବ୍ରୁଆରି ୨୬ ତାରିଖ ବୁଧବାର ମହାଶିବରାତ୍ରୀ। ବୁଧବାର ରାତି ୧୦ଟାରେ ଭୁବନେଶ୍ଵରସ୍ଥିତ ମହାପ୍ରଭୁ ଲିଙ୍ଗରାଜଙ୍କ ମନ୍ଦିରରେ ରାତି ୧୦ଟାରେ ଉଠିବ ମହାଦୀପ। ମନ୍ଦିର ଦଧିନୌତି ଉପରେ ମହାଦୀପ ସ୍ଥାପନ କରାଯିବ ବୋଲି...
ନନ୍ଦନକାନନକୁ ଆସିଲା ନୂଆ ଅତିଥି: ଅଙ୍କିତା ଗର୍ଭରୁ ଜନ୍ମ ନେଲା ବାଘ ଶାବକ
ଓଡ଼ିଶାଲାଇଭ୍ ବ୍ୟୁରୋ
ଭୁବନେଶ୍ଵରସ୍ଥିତ ନନ୍ଦନକାନନ ପ୍ରାଣୀ ଉଦ୍ୟାନକୁ ଆସିଲା ନୂଆ ଅତିଥି। ବାଘୁଣୀ ଅଙ୍କିତା ଗର୍ଭରୁ ଜନ୍ମ ନେଲା ବାଘ ଶାବକ। ନନ୍ଦନକାନନରେ ଏବେ ବାଘ ସଂଖ୍ୟା ୨୮କୁ ବୃଦ୍ଧି ହୋଇଛି। ନନ୍ଦନକାନନ କର୍ତ୍ତୃପକ୍ଷଙ୍କ...
ମାର୍ଚ୍ଚ ସୁଦ୍ଧା ସରିବନି ରତ୍ନଭଣ୍ଡାର ମରାମତି କାମ – ଆଇନମନ୍ତ୍ରୀ
ଓଡ଼ିଶାଲାଇଭ୍ ବ୍ୟୁରୋ
ଧାର୍ଯ୍ୟ ସମୟ ମଧ୍ୟରେ ଶେଷ ହୋଇପାରିବ ନାହିଁ ଶ୍ରୀମନ୍ଦିର ରତ୍ନଭଣ୍ଡାର ମରାମତି କାମ। ମାର୍ଚ୍ଚ ମାସ ସୁଦ୍ଧା ମରାମତି କାମ ସାରିବାକୁ ଲକ୍ଷ୍ୟ ରହିଥିଲା। ମରାମତି କାମ ବିଳମ୍ବ ହେଉଥିବାରୁ ଆଉ...
ପରମ୍ପରା ଓ ଆଞ୍ଚଳିକ ଭାଷାର ମହତ୍ତ୍ୱକୁ ଦୃଢ଼ କରିବାକୁ ଆହ୍ଵାନ ଦେଲା ‘ଭୁବନେଶ୍ୱର ସାହିତ୍ୟ ପର୍ବ’
ଓଡ଼ିଶାଲାଇଭ୍ ବ୍ୟୁରୋ
ଭୁବନେଶ୍ଵର ସାହିତ୍ୟ ସମାଜ ଟ୍ରଷ୍ଟ ଆନୁକୂଲ୍ୟରେ ଆୟୋଜିତ ହୋଇଛି ‘ଭୁବନେଶ୍ୱର ସାହିତ୍ୟ ପର୍ବ’। ଏହି ଦୁଇ ଦିନିଆ କାର୍ଯ୍ୟକ୍ରମରେ ଓଡ଼ିଆ ଭାଷା, ସାହିତ୍ୟର ବିଭିନ୍ନ ବିଷୟକୁ ନେଇ ଆଲୋଚନା କରାଯାଇଥିଲା। ଏହି...
ଭୁବନେଶ୍ଵରରେ ଉଦଘାଟିତ ହେଲା ‘ସୁଭଦ୍ରା ଶକ୍ତି ମେଳା’
ଓଡ଼ିଶାଲାଇଭ୍ ବ୍ୟୁରୋ
ଭୁବନେଶ୍ଵରସ୍ଥିତ ଜନତା ମଇଦାନଠାରେ ଆରମ୍ଭ ହେଲା ‘ସୁଭଦ୍ରା ଶକ୍ତି ମେଳା’। ଶନିବାର ସନ୍ଧ୍ୟାରେ ଏହି ମେଳାକୁ ବିଧିବଦ୍ଧ ଭାବେ ଉଦ୍ଘାଟନ କରିଛନ୍ତି ମୁଖ୍ୟମନ୍ତ୍ରୀ ମୋହନ ଚରଣ ମାଝୀ।
ଫେବ୍ରୁଆରି ୨୨ରୁ ଆରମ୍ଭ ହୋଇଥିବା...
ଭୁବନେଶ୍ୱର: ଫେବ୍ରୁଆରି ୨୪ରୁ ୨୭ ଯାଏଁ ଓଡ଼ିଶା ଟ୍ରାଭେଲ ବଜାର ୨୦୨୫
ଓଡ଼ିଶାଲାଇଭ୍ ବ୍ୟୁରୋ
ଓଡ଼ିଶାର ପର୍ଯ୍ୟଟନ ଶିଳ୍ପକୁ ଆଗକୁ ନେବା ପାଇଁ ଫେବ୍ରୁଆରି ୨୪ରୁ ୨୭ ଯାଏଁ ଭୁବନେଶ୍ୱରରେ ଅନୁଷ୍ଠିତ ହେବ ଓଡ଼ିଶା ଟ୍ରାଭେଲ ବଜାର – ୨୦୨୫।
ଓଡ଼ିଶା ପର୍ଯ୍ୟଟନ ବିଭାଗ ପକ୍ଷରୁ ଫିକି ସହଯୋଗିତାରେ ଭୁବନେଶ୍ୱରଠାରେ ଅନୁଷ୍ଠିତ...
ଭୁବନେଶ୍ୱରରେ ଆସନ୍ତାକାଲିଠାରୁ ଆରମ୍ଭ ହେବ ସୁଭଦ୍ରା ଶକ୍ତି ମେଳା- ଉପମୁଖ୍ୟମନ୍ତ୍ରୀ
ଓଡ଼ିଶାଲାଇଭ୍ ବ୍ୟୁରୋ
ଭୁବନେଶ୍ୱରସ୍ଥିତ ଜନତା ମଇଦାନଠାରେ ଆସନ୍ତାକାଲି, ଶନିବାର ଦିନଠାରୁ ଆରମ୍ଭ ହେବାକୁ ଯାଉଛି ୯ ଦିନିଆ ସୁଭଦ୍ରା ଶକ୍ତି ମେଳା। ମହିଳାମାନଙ୍କୁ ପ୍ରୋତ୍ସାହିତ କରିବା ପାଇଁ ରାଜ୍ୟ ସରକାରଙ୍କ ପକ୍ଷରୁ ଜନତା ମଇଦାନଠାରେ...
କିଟ୍ରେ ନେପାଳ ଛାତ୍ରୀଙ୍କ ଆତ୍ମହତ୍ୟା ଘଟଣା: ତିନିଦିନିଆ ରିମାଣ୍ଡରେ ଗଲେ ଅଭିଯୁକ୍ତ
ଓଡ଼ିଶାଲାଇଭ୍ ବ୍ୟୁରୋ
ଭୁବନେଶ୍ୱରସ୍ଥିତ କିଟ୍ ବିଶ୍ୱ ବିଦ୍ୟାଳୟର ହଷ୍ଟେଲରେ ବି.ଟେକ୍ ତୃତୀୟ ବର୍ଷର ନେପାଳ ଛାତ୍ରୀଙ୍କ ଆତ୍ମହତ୍ୟା ଘଟଣାକୁ ଦିନକୁ ନେଇ ଦିନ ବିବାଦ ବଢ଼ି ଚାଲିଛି। ଏହି ଘଟଣାରେ ଗିରଫ ହୋଇ ଜେଲ...
ଭୁବନେଶ୍ୱର ବିମାନବନ୍ଦରକୁ ମିଳିବ ନୂଆ ଟର୍ମିନାଲ
ଓଡ଼ିଶାଲାଇଭ୍ ବ୍ୟୁରୋ
ଭୁବନେଶ୍ୱର ସ୍ଥିତ ବିଜୁ ପଟ୍ଟନାୟକ ବିମାନବନ୍ଦରରେ ଆରମ୍ଭ ହେବ ତୃତୀୟ ଟର୍ମିନାଲ। ଆଗାମୀ ୨ରୁ ୩ ମାସ ମଧ୍ୟରେ ଟର୍ମିନାଲ ୩ର ନିର୍ମାଣ କାର୍ଯ୍ୟ ଆରମ୍ଭ ହେବ। ୩୦ ହଜାର ବର୍ଗ...
ଭୁବନେଶ୍ୱରରେ ୨୩ତମ ଜାତୀୟସ୍ତରୀୟ ହସ୍ତତନ୍ତ ମେଳା ଉଦଘାଟିତ
ଓଡ଼ିଶାଲାଇଭ୍ ବ୍ୟୁରୋ
ଭୁବନେଶ୍ଵରରେ ଉଦଘାଟିତ ହୋଇଛି ୨୩ତମ ଜାତୀୟସ୍ତରୀୟ ହସ୍ତତନ୍ତ ମେଳା। ବୁଧବାର ପ୍ରଦର୍ଶନୀ ପଡ଼ିଆରେ ରାଜ୍ୟ ହସ୍ତତନ୍ତ, ବୟନ ଓ ହସ୍ତଶିଳ୍ପ ବିଭାଗର ମନ୍ତ୍ରୀ ପ୍ରଦୀପ ବଳସାମନ୍ତ ଏହାର ଉଦଘାଟନ କରିଥିଲେ। ଓଡ଼ିଶା...





















