ଫେବ୍ରୁଆରି ୧୦ରୁ ଟ୍ଵିନ ସିଟିରେ ଗାଡ଼ି ଚେକିଂ: ପ୍ରସ୍ତୁତ ରଖନ୍ତୁ ସବୁ କାଗଜପତ୍ର

ଓଡ଼ିଶାଲାଇଭ୍ ବ୍ୟୁରୋ ଅନେକ ଦିନର ବ୍ୟବଧାନ ପରେ ଟ୍ଵିନ ସିଟି ଭୁବନେଶ୍ୱର-କଟକରେ ପୁଣି ଆରମ୍ଭ ହେବ ଯାନବାହନ ଯାଞ୍ଚ। ଫେବ୍ରୁଆରି ୧୦ ତାରିଖରୁ କମିଶନରେଟ୍ ପୋଲିସ ପକ୍ଷରୁ ଗାଡ଼ି ଚେକିଂ କଡ଼ାକଡ଼ି ହେବ। ଏନେଇ...

ବାରବାଟୀରେ ଭାରତ-ଇଂଲଣ୍ଡ ଦିନିକିଆ: ଆସନ୍ତାକାଲି ଭୁବନେଶ୍ୱରରେ ପହଞ୍ଚିବେ ଉଭୟ ଟିମ୍

ଓଡ଼ିଶାଲାଇଭ୍ ବ୍ୟୁରୋ କଟକ ବାରବାଟୀ ଷ୍ଟାଡିୟମରେ ଭାରତ-ଇଂଲଣ୍ଡ ମଧ୍ୟରେ ଦିନିକିଆ ମ୍ୟାଚକୁ ନେଇ କ୍ରିକେଟ୍ ପ୍ରେମୀଙ୍କ ମଧ୍ୟରେ ଉତ୍ସାହ ବଢ଼ିବାକୁ ଲାଗିଛି। ଅନଲାଇନ ପରେ ଏବେ ଅଫଲାଇନରେ ମଧ୍ୟ ମ୍ୟାଚର ସବୁ ଟିକେଟ୍ ବିକ୍ରି...

ଭୁବନେଶ୍ୱର: ଫେବ୍ରୁଆରି ୭ରୁ ୯ ଯାଏଁ ଏକବିଂଶତମ ଧଉଳି-କଳିଙ୍ଗ ମହୋତ୍ସବ

ଓଡ଼ିଶାଲାଇଭ୍ ବ୍ୟୁରୋ ଭୁବନେଶ୍ୱରରେ ଆୟୋଜିତ ହେବାକୁ ଯାଉଛି ଏକବିଂଶତମ ଧଉଳି-କଳିଙ୍ଗ ମହୋତ୍ସବ। ଫେବ୍ରୁଆରି ୭ରୁ ୯ ତାରିଖ ଯାଏଁ ଐତିହାସିକ ଧଉଳି ପାହାଡ଼ର ପାଦଦେଶରେ ଏହି ମହୋତ୍ସବ ଅନୁଷ୍ଠିତ ହେବ। ଓଡ଼ିଆ ଭାଷା, ସାହିତ୍ୟ...

ଆଜି ବଡ଼ଠାକୁରଙ୍କ ବନକଲାଗି ନୀତି: ଶ୍ରୀମନ୍ଦିରରେ ୫ ଘଣ୍ଟା ବନ୍ଦ ରହିବ ସାଧାରଣ ଦର୍ଶନ

ଓଡ଼ିଶାଲାଇଭ୍ ବ୍ୟୁରୋ ଆଜି, ବୁଧବାର ମାଘ ଶୁକ୍ଳ ଅଷ୍ଟମୀ ତିଥି ଅବସରେ ପୁରୀ ଶ୍ରୀମନ୍ଦିରରେ ବଡ଼ଠାକୁରଙ୍କର ବନକଲାଗି ନୀତି ଅନୁଷ୍ଠିତ ହେବ। ଶ୍ରୀମନ୍ଦିରରେ ସ୍ଵତନ୍ତ୍ର ନୀତିକାନ୍ତି ହେବାକୁ ଥିବାରୁ ସନ୍ଧ୍ୟା ୫ଟାରୁ ରାତି ୧୦ଟା...

ବାରବାଟୀରେ ଭାରତ-ଇଂଲଣ୍ଡ ଦିନିକିଆ: ଟିକେଟ୍ କାଉଣ୍ଟରରେ ଲୋକଙ୍କ ପ୍ରବଳ ଭିଡ଼

ଓଡ଼ିଶାଲାଇଭ୍ ବ୍ୟୁରୋ କଟକ ବାରବାଟୀ ଷ୍ଟାଡିୟମରେ ଫେବ୍ରୁଆରି ୯ ତାରିଖରେ ଭାରତ ଓ ଇଂଲଣ୍ଡ ମଧ୍ୟରେ ଦିନିକିଆ କ୍ରିକେଟ୍ ମ୍ୟାଚ ଅନୁଷ୍ଠିତ ହେବ। ଏଥିପାଇଁ ବୁଧବାର କାଉଣ୍ଟରରେ ଟିକେଟ୍ ବିକ୍ରି ଆରମ୍ଭ ହୋଇଛି। ଟିକେଟ କିଣିବା...

କଟକ: ଏସସିବି ମେଡିକାଲରେ ହେବ ୫୦୦ ଶଯ୍ୟା ବିଶିଷ୍ଟ ଟ୍ରମା ସେଣ୍ଟର

ଓଡ଼ିଶାଲାଇଭ୍ ବ୍ୟୁରୋ କଟକ ଏସସିବି ମେଡିକାଲ କଲେଜରେ ପ୍ରତିଷ୍ଠା ହେବ ୫୦୦ ଶଯ୍ୟା ବିଶିଷ୍ଟ ଟ୍ରମା ସେଣ୍ଟର। ଉଭୟ କେନ୍ଦ୍ର ଓ ରାଜ୍ୟ ସରକାର ମିଳିତ ଭାବେ ଏହାର ନିର୍ମାଣ କରିବେ। ଦୁର୍ଘଟଣାଗ୍ରସ୍ତ ଲୋକଙ୍କୁ ଏଠାରେ...

ଓଡ଼ିଶାକୁ ଫେରିବ ସେଲିବ୍ରେଟି କ୍ରିକେଟ ଲିଗ୍: ଫେବ୍ରୁଆରି ୧୬ରେ ଦୁଲୁକିବ ବାରବାଟୀ ଷ୍ଟାଡିୟମ

ଓଡ଼ିଶାଲାଇଭ୍ ବ୍ୟୁରୋ ଓଡ଼ିଶାକୁ ୧୧ ବର୍ଷ ପରେ ପୁଣି ଫେରିବାକୁ ଯାଉଛି ସେଲିବ୍ରେଟି କ୍ରିକେଟ ଲିଗ୍ (ସିସିଏଲ୍)। କ୍ରିକେଟ ପଡ଼ିଆରେ ଦମ୍ ଦେଖାଇବେ ଦେଶର ସିନେ ତାରକା। ଫେବ୍ରୁଆରି ୧୬ ତାରିଖରେ କଟକର ବାରବାଟୀ...

କଳିଙ୍ଗ ଷ୍ଟାଡିୟମରେ ଏଫଆଇଏଚ୍ ପ୍ରୋ ଲିଗ୍: ମାଗଣାରେ ମ୍ୟାଚ ଦେଖିବେ ଦର୍ଶକ

ଓଡ଼ିଶାଲାଇଭ୍ ବ୍ୟୁରୋ ଭୁବନେଶ୍ୱରର କଳିଙ୍ଗ ଷ୍ଟାଡିୟମରେ ଆୟୋଜିତ ହେବାକୁ ଯାଉଛି ପୁରୁଷ ଏବଂ ମହିଳା ଏଫଆଇଏଚ୍ ପ୍ରୋ ଲିଗ୍ ମ୍ୟାଚ୍। ଏହି ଟୁର୍ଣ୍ଣାମେଣ୍ଟ ଫେବ୍ରୁଆରି ୧୫ରୁ ୨୫ ତାରିଖ ଯାଏଁ ଚାଲିବ। ଏଫଆଇଏଚ୍ ପ୍ରୋ...

ଆଜି ପବିତ୍ର ମାଘ ସପ୍ତମୀ: ଚନ୍ଦ୍ରଭାଗାରେ ବୁଡ଼ ପକାଇଲେ ଲକ୍ଷାଧିକ ଭକ୍ତ

ଓଡ଼ିଶାଲାଇଭ୍ ବ୍ୟୁରୋ ଆଜି ପବିତ୍ର ମାଘ ସପ୍ତମୀ। ଏହି ଅବସରରେ ଚଳଚଞ୍ଚଳ ହୋଇଉଠିଛି ଅର୍କକ୍ଷେତ୍ର କୋଣାର୍କ। ଚନ୍ଦ୍ରଭାଗାରେ ବୁଡ଼ ପକାଇଛନ୍ତି ଲକ୍ଷାଧିକ ଭକ୍ତ। ମାଘ ସପ୍ତମୀରେ ବୁଡ଼ ପକାଇବା ପାଇଁ ସୋମବାର ସନ୍ଧ୍ୟାରୁ ଚନ୍ଦ୍ରଭାଗା...

ହକି ଇଣ୍ଡିଆ ଲିଗ୍: ଆଜି ଫାଇନାଲରେ ହାଇଦ୍ରାବାଦ ତୁଫାନ୍ସ ଓ ବେଙ୍ଗଲ ଟାଇଗର୍ସ ମୁହାଁମୁହିଁ

ଓଡ଼ିଶାଲାଇଭ୍ ବ୍ୟୁରୋ ଆଜି ରାଉରକେଲାର ବିର୍ସା ମୁଣ୍ଡା ଷ୍ଟାଡିୟମରେ ପୁରୁଷ ହକି ଇଣ୍ଡିଆ ଲିଗର ମେଗା ଫାଇନାଲ ଅନୁଷ୍ଠିତ ହେବାକୁ ଯାଉଛି। ଏଥିରେ ହାଇଦ୍ରାବାଦ ତୁଫାନ୍ସ ଏବଂ ରା’ବେଙ୍ଗଲ ଟାଇଗର୍ସ ଦଳ ମୁହାଁମୁହିଁ ହେବେ।...