ଜୁନ୍ ୭ରୁ ତିନିଦିନିଆ ‘ଭୁବନେଶ୍ୱର ଚଳଚ୍ଚିତ୍ର ଉତ୍ସବ’, ପ୍ରଦର୍ଶିତ ହେବ ୧୫ଟି କ୍ଲାସିକ୍ ଓଡ଼ିଆ ସିନେମା

ଓଡ଼ିଶାଲାଇଭ୍ ବ୍ୟୁରୋ ଯୋଗଦେବେ ବଲିଉଡ ଓ ଓଲିଉଡ ସିନେମା ଜଗତର ପ୍ରମୁଖ ବ୍ୟକ୍ତିତ୍ୱ ପ୍ରତିଦିନ ସକାଳୁ ସନ୍ଧ୍ୟା ପର୍ଯ୍ୟନ୍ତ ଫିଲ୍ମ ସ୍କ୍ରିନିଂ ବଲିଉଡର ପ୍ରସିଦ୍ଧ ନିର୍ଦ୍ଦେଶକଙ୍କ ଦ୍ୱାରା ଅଭିନୟ ଓ ଚିତ୍ରନାଟ୍ୟ ରଚନା ଉପରେ ସ୍ୱତନ୍ତ୍ର ମାଷ୍ଟରକ୍ଲାସ (ଭୁବନେଶ୍ୱର): ଜୁନ୍...

ନବୀନ ନିବାସରେ ଏକାଠି ହେଲେ ବିଜେଡି ବିଧାୟକ: ପରାଜୟକୁ ନେଇ ମାନସମନ୍ଥନ

ଓଡ଼ିଶାଲାଇଭ୍ ବ୍ୟୁରୋ ଓଡ଼ିଶା ବିଧାନସଭା ନିର୍ବାଚନରେ ପରାଜିତ ହେବାପରେ ବିଜେଡି ପକ୍ଷରୁ ବୈଠକ ଅନୁଷ୍ଠିତ ହୋଇଛି। ବୁଧବାର ନବୀନ ନିବାସରେ ହୋଇଥିବା ଏହି ବୈଠକରେ ବିଜେଡିର ନବ ନିର୍ବାଚିତ ବିଧାୟକମାନେ ଯୋଗ ଦେଇଥିଲେ। ବିଜେଡି...

ବାରବାଟୀ-କଟକ: ବାପାଙ୍କ ଗଡ଼ ଜଗିଲେ ଝିଅ

ଓଡ଼ିଶାଲାଇଭ୍ ପଲିଟିକାଲ ବ୍ୟୁରୋ ବାରବାଟୀ-କଟକ ବିଧାନସଭା ଆସନରେ ଏଥର ରୋଚକ ଚିତ୍ର ଦେଖିବାକୁ ମିଳିଛି। ଏହି ଆସନରେ କଂଗ୍ରେସ ପ୍ରାର୍ଥୀ ସୋଫିଆ ଫିର୍ଦୋସ ବିଜୟୀ ହୋଇଛନ୍ତି। ସେ ତାଙ୍କ ବାପା ମହମ୍ମଦ ମୋକିମଙ୍କ ଗଡ଼କୁ...

ରାଉରକେଲାରେ ହାରିଗଲେ ବିଜେପି ହେଭିୱେଟ ଦିଲ୍ଲୀପ ରାୟ

ଓଡ଼ିଶାଲାଇଭ୍ ପଲିଟିକାଲ ବ୍ୟୁରୋ ସାରା ରାଜ୍ୟରେ ଏଥର ବିଜେପିର ଲହର। କିନ୍ତୁ ରାଉରକେଲାରେ ହାରି ଯାଇଛନ୍ତି ବିଜେପି ହେଭିୱେଟ ନେତା ଦିଲ୍ଲୀପ ରାୟ। ଦିଲ୍ଲୀପଙ୍କୁ ପରାଜିତ କରିଛନ୍ତି ବିଜେଡି ଭେଟେରାନ୍ ସାରଦା ପ୍ରସାଦ ନାୟକ। ୨୦୧୪ରେ...

ଭୁବନେଶ୍ୱର-ଏକାମ୍ର ଆସନରେ ପଦ୍ମ ଫୁଟିଲା, ଆସିଲେ ବାବୁ

ଓଡ଼ିଶାଲାଇଭ୍ ପଲିଟିକାଲ ବ୍ୟୁରୋ ଭୁବନେଶ୍ୱର-ଏକାମ୍ର ନିର୍ବାଚନମଣ୍ଡଳୀରୁ ଆସିଛି ବଡ଼ ଜନାଦେଶ। ଏହି ଆସନରେ ପଦ୍ମ ଫୁଟିଛି। ବିଜେଡି ପ୍ରାର୍ଥୀ ଅଶୋକ ଚନ୍ଦ୍ର ପଣ୍ଡାଙ୍କୁ ପରାଜିତ କରି ବିଜେପି ପ୍ରାର୍ଥୀ ବାବୁ ସିଂ ବିଜୟୀ ହୋଇଛନ୍ତି। ୨୦୦୦...

ପୁରୀ ବାଣ ବିସ୍ଫୋରଣ ଘଟଣା: ମୃତକଙ୍କ ସଂଖ୍ୟା ୧୩କୁ ବୃଦ୍ଧି

ଓଡ଼ିଶାଲାଇଭ୍ ବ୍ୟୁରୋ ପୁରୀ ବାଣ ବିସ୍ଫୋରଣ ଘଟଣାରେ ମୃତକଙ୍କ ସଂଖ୍ୟା ୧୩କୁ ବୃଦ୍ଧି ପାଇଛି। ଏହି ଘଟଣାରେ ରବିବାର ରାତିରେ ଆଉ ଦୁଇ ଜଣ ବ୍ୟକ୍ତିଙ୍କ ଚିକିତ୍ସାଧୀନ ଅବସ୍ଥାରେ ମୃତ୍ୟୁ ହୋଇଛି। ତେବେ ବର୍ତ୍ତମାନ...

ଭୁବନେଶ୍ୱର ଚଳଚ୍ଚିତ୍ର ଉତ୍ସବ: ନୂଆ ଓ ନିଆରା

କପିଳାସ ଭୂୟାଁ ବିଶ୍ଵ ହେଉ କିମ୍ବା ଆମ ଦେଶ, ଏପରିକି ଆମ ରାଜ୍ୟ ଭିତରେ ଚଳଚ୍ଚିତ୍ର ଉତ୍ସବ ଆୟୋଜନ କିଛି ନୂଆ କଥା ନୁହେଁ। ଆସନ୍ତା ଜୁନ ୭ରୁ ୯ ତାରିଖ ପର୍ଯ୍ୟନ୍ତ ଭୁବନେଶ୍ଵରର...

ପୁରୀ ବାଣ ବିସ୍ଫୋରଣ ଘଟଣା: ମୃତ୍ୟୁ ସଂଖ୍ୟା ୮କୁ ବୃଦ୍ଧି

ଓଡ଼ିଶାଲାଇଭ୍ ବ୍ୟୁରୋ ପୁରୀ ବାଣ ବିସ୍ଫୋରଣ ଘଟଣାରେ ମୃତ୍ୟୁ ସଂଖ୍ୟା ୮କୁ ବୃଦ୍ଧି ହୋଇଛି। ବର୍ତ୍ତମାନ ସୁଦ୍ଧା ବିଭିନ୍ନ ଡାକ୍ତରଖାନାରେ ୨୨ ଜଣ ଚିକିତ୍ସାଧୀନ ରହିଛନ୍ତି। ଗତ ମେ’ ୨୯ ତାରିଖ ରାତିରେ ପୁରୀ ନରେନ୍ଦ୍ର...

ଭୁବନେଶ୍ୱର: ମାରୁତି ମିଡିଆ ପକ୍ଷରୁ ‘୧୦୦ ଇଣ୍ଡଷ୍ଟ୍ରିଜ୍ ଇନ ଓଡ଼ିଶା’ ପୁସ୍ତକ ଉନ୍ମୋଚିତ

ଓଡ଼ିଶାଲାଇଭ୍ ବ୍ୟୁରୋ ଭୁବନେଶ୍ୱରରେ ମାରୁତି ମିଡିଆ ପକ୍ଷରୁ ପ୍ରକାଶିତ ପୁସ୍ତକ ‘୧୦୦ ଇଣ୍ଡଷ୍ଟ୍ରିଜ୍ ଇନ ଓଡ଼ିଶା’ ଉନ୍ମୋଚିତ ହୋଇଛି। ଏହି ପୁସ୍ତକରେ ଓଡ଼ିଶାର ୧୦୦ରୁ ଅଧିକ କମ୍ପାନି ବିଷୟରେ ତଥ୍ୟ ଉଲ୍ଲେଖ ରହିଛି। ଶୁକ୍ରବାର...

ପୁରୀରେ ଚନ୍ଦନ ଯାତ୍ରାବେଳେ ନରେନ୍ଦ୍ର ପୁଷ୍କରିଣୀ ନିକଟରେ ବାଣ ବିସ୍ଫୋରଣ: ୩ ଜଣଙ୍କ ମୃତ୍ୟୁ

ଓଡ଼ିଶାଲାଇଭ୍ ବ୍ୟୁରୋ ପୁରୀରେ ଚନ୍ଦନ ଯାତ୍ରା ଅବସରରେ ବୁଧବାର ରାତିରେ ନରେନ୍ଦ୍ର ପୁଷ୍କରିଣୀରେ ଚାପ ଖେଳବେଳେ ଭୟଙ୍କର ବାଣ ବିସ୍ଫୋରଣ ହୋଇଛି। ଏଥିରେ ୩ ଜଣଙ୍କର ମୃତ୍ୟୁ ହୋଇଥିବାବେଳେ ୩୦ରୁ ଅଧିକ ଲୋକ ଆହତ...