ରାଜ୍ୟରେ ଆଉ ୧୩୨୦ ପଜିଟିଭ ଚିହ୍ନଟ – କେବଳ ଗଞ୍ଜାମରୁ ୫୬୦

ଓଡ଼ିଶାଲାଇଭ୍‌ ବ୍ୟୁରୋ ଆଜି ରାଜ୍ୟରେ ୨୪ ଜିଲ୍ଲାରୁ ୧୩୨୦ କରୋନା ଆକ୍ରାନ୍ତ ଚିହ୍ନଟ ହୋଇଛନ୍ତି। ଏମାନଙ୍କ ମଧ୍ୟରୁ କ୍ୱାରେଣ୍ଟାଇନରୁ ୮୮୭ ଜଣ ଥିଲା ବେଳେ ଲୋକାଲ କେସ ୪୩୩ ରହିଛି। ଆଜି ଚିହ୍ନଟ ହୋଇଥିବା ଆକ୍ରାନ୍ତଙ୍କ...
corona death

ରାଜ୍ୟରେ ପ୍ରଥମ ଥର ୧୦ ଜଣଙ୍କ ଜୀବନ ନେଲା କରୋନା

ଓଡ଼ିଶାଲାଇଭ୍‌ ବ୍ୟୁରୋ ରାଜ୍ୟରେ ଆଜି କରୋନାରେ ସର୍ବାଧିକ ୧୦ ଜଣଙ୍କ ମୃତ୍ୟୁ ଘଟିଛି। ଏମାନଙ୍କ ମଧ୍ୟରେ ଗଞ୍ଜାମରୁ ୩ ଜଣ  ୬୦, ୩୦, ୬୦ ବର୍ଷୀୟ ବ୍ୟକ୍ତିଙ୍କର ମୃତ୍ୟୁ ହୋଇଥିଲା ବେଳେ ସୁନ୍ଦରଗଡ଼ରୁ ୬୦...

୬୮ ଟଙ୍କାରେ ସିପ୍ଲାର କରୋନା ବଟିକା

ଓଡିଶାଲାଇଭ୍ ବ୍ୟୁରୋ ଭାରତର ବଡ଼ ଔଷଧ ତିଆରି କମ୍ପାନି ସିପ୍ଲା ଆଣୁଛି କରୋନା ବଟିକା। ଭାରତର ଡ୍ରଗ୍ କଣ୍ଟ୍ରୋଲର୍ ଏନେଇ ମଞ୍ଜୁରି ପ୍ରଦାନ କରିଛନ୍ତି। ଅଳ୍ପରୁ ମଧ୍ୟମ ଧରଣର ରୋଗୀଙ୍କ ପାଇଁ ଏହି ବଟିକା...

ଦିନକରେ ଦେଶରେ ୪୮ ହଜାର ୯୧୬ କରୋନା ଆକ୍ରାନ୍ତ ଚିହ୍ନଟ – ୭୫୭ ଜଣଙ୍କ ମୃତ୍ୟୁ

ଓଡ଼ିଶାଲାଇଭ୍‌ ବ୍ୟୁରୋ ଦିନକୁ ଦିନ ଅଣାୟତ୍ତ ହେଉଛି କରୋନା। କେନ୍ଦ୍ର ସ୍ୱାସ୍ଥ୍ୟ ମନ୍ତ୍ରାଳୟର ତାଜା ତଥ୍ୟ ଅନୁଯାୟୀ ଗତ ୨୪ ଘଣ୍ଟାରେ ଦେଶରେ ୭୫୭ ଜଣଙ୍କର ମୃତ୍ୟୁ ହୋଇଥିଲା ବେଳେ ୪୮ ହଜାର ୯୧୬...

ନୟାଗଡ଼: ସଂକ୍ରମଣରୁ ଉତ୍ତେଜନା, ଜଗନ୍ନାଥପ୍ରସାଦ ଗାଁକୁ କଣ୍ଟେନମେଣ୍ଟ ଜୋନ ଘୋଷଣା

ଓଡ଼ିଶାଲାଇଭ୍‌ ବ୍ୟୁରୋ ନୟାଗଡ଼ ଜିଲ୍ଲା ଖଣ୍ଡପଡ଼ା ବ୍ଲକ ଜଗନ୍ନାଥପ୍ରସାଦ ଗାଁରେ ୩୦ ଜଣ କରୋନା ସଂକ୍ରମଣ ଚିହ୍ନଟ ପରେ ଲୋକଙ୍କ ମଧ୍ୟରେ ଉତ୍ତେଜନା ଦେଖାଦେଇଛି। କଟକଣା ଅଭାବରୁ ସ୍ଥାନୀୟ ସଂଗରୋଧ କେନ୍ଦ୍ରର ପ୍ରବାସୀଙ୍କଠାରୁ ଲୋକଙ୍କୁ...

ମନ୍ତ୍ରୀଙ୍କୁ ଜିଲ୍ଲା ଦାୟିତ୍ୱ – ପ୍ଲାଜମା ଦାନ ପାଇଁ ଉତ୍ସାହିତ କରିବେ ମନ୍ତ୍ରୀ

ଓଡ଼ିଶାଲାଇଭ୍‌ ବ୍ୟୁରୋ ପ୍ରାଥମିକ ପର୍ଯ୍ୟାୟରେ ପ୍ଲାଜମା ଥେରାପି ଓଡ଼ିଶାରେ ସଫଳ ହେବା ପରେ ଏହାକୁ ଆଗକୁ ନେବା ପାଇଁ ଅଣ୍ଟା ଭିଡ଼ିଛନ୍ତି ରାଜ୍ୟ ସରକାର। ଏଥିପାଇଁ ମନ୍ତ୍ରୀମାନଙ୍କୁ ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକ ବିଭିନ୍ନ ଜିଲ୍ଲା...

ଗୁରୁତର କରୋନା ରୋଗୀଙ୍କୁ ପ୍ଲାଜମା ଦେଲା ନୂଆ ଜୀବନ, ସୁସ୍ଥ ହେଲେ କଟକର ମମତା ସେନ୍‌

ଓଡ଼ିଶାଲାଇଭ୍‌ ବ୍ୟୁରୋ ଗୁରୁତର କରୋନା ରୋଗୀଙ୍କ ପାଇଁ ପ୍ଲାଜମା ପାଲଟିଛି ବରଦାନ। ଓଡ଼ିଶାରେ ସଫଳ ହେଲା ପ୍ଲାଜମା ଥେରାପି। ପ୍ଲାଜମା ନେଇଥିବା କରୋନା ରୋଗୀ ମମତା ସେନ୍‌ (୪୮) ସୁସ୍ଥ ହୋଇ ଘେରକୁ ଫେରିବା ପରେ...

ଭୁବନେଶ୍ୱରରୁ ରେକର୍ଡ ପଜିଟିଭ୍‌ – ଗୋଟିଏ ଦିନରେ ୨୪୮ ଆକ୍ରାନ୍ତ

ଓଡ଼ିଶାଲାଇଭ୍‌ ବ୍ୟୁରୋ ଭୁବନେଶ୍ୱରରେ ସବୁ ରେକର୍ଡକୁ ପଛରେ ପକାଇଛି ଆଜିର ଆକ୍ରାନ୍ତଙ୍କ ସଂଖ୍ୟା। ଆଜି ଗୋଟିଏ ଦିନରେ ସର୍ବାଧିକ ୨୪୮ ପଜିଟିଭ୍‌ ଚିହ୍ନଟ ହୋଇଛନ୍ତି। କ୍ୱାରେଣ୍ଟାଇନ ସେଣ୍ଟରରୁ ୨୦୭ ଆକ୍ରାନ୍ତ ଚିହ୍ନଟ ହୋଇଥିବା ବେଳେ...

ଗଞ୍ଜାମ ଜିଲ୍ଲାରେ କାହିଁକି ବଢୁଛି କରୋନା ଆକ୍ରାନ୍ତଙ୍କ ସଂଖ୍ୟା? ଜିଲ୍ଲାପାଳ ଦେଲେ ବିସ୍ତୃତ ସୂଚନା

ଓଡ଼ିଶାଲାଇଭ୍‌ ବ୍ୟୁରୋ ଗଞ୍ଜାମରେ ସ୍କ୍ରିନିଂ ବଢ଼ିଛି ଘର ଘର ବୁଲି ସର୍ଭେ କରୁଛନ୍ତି ଡାକ୍ତରୀ ଟିମ୍‌ ୨୦୦ ଟିମ୍‌ କାମରେ ଲାଗିଛନ୍ତି ସ୍କ୍ରିନିଂ ବଢ଼ିଥିବାରୁ ଆକ୍ରାନ୍ତ ସଂଖ୍ୟା ବଢ଼ିଛି କରୋନା ଯୋଦ୍ଧାଙ୍କ ପାଇଁ...

ବୌଦ୍ଧରେ ସମସ୍ତ ସରକାରୀ ଅଫିସ ଅନିର୍ଦ୍ଦିଷ୍ଟ କାଳ ଯାଏଁ ସଟଡାଉନ

ଓଡ଼ିଶାଲାଇଭ୍‌ ବ୍ୟୁରୋ ବୌଦ୍ଧ ଜିଲ୍ଲାରେ ସମସ୍ତ ସରକାରୀ ଅଫିସ ଅନିର୍ଦ୍ଦିଷ୍ଟ କାଳ ଯାଏଁ ସଟଡାଉନ ରହିବ। ଜିଲ୍ଲାରେ ଅଧିକାଂଶ ସରକାରୀ କର୍ମଚାରୀ କରୋନା ଆକ୍ରାନ୍ତ ହୋଇଥିବାରୁ ଏଭଳି ପଦକ୍ଷେପ ନେଇଛନ୍ତି ବୌଦ୍ଧ ଜିଲ୍ଲାପାଳ। ମେଡିକାଲ ଓ...