ସାଲିଆ ସାହିକୁ ଫେରିଲା କରୋନା, ନିରଙ୍କାରୀ ନଗରରେ ଜଣେ ପଜିଟିଭ୍ ଚିହ୍ନଟ

ଓଡ଼ିଶାଲାଇଭ୍ କରୋନା ବ୍ୟୁରୋ ରାଜଧାନୀର ସବୁଠୁ ବଡ଼ ବସ୍ତି କୁହାଯାଉଥିବା ସାଲିଆ ସାହିକୁ ପୁଣି ଫେରିଲା କରୋନା। ଏହା ମଧ୍ୟରେ ଥିବା ନିରଙ୍କାରୀ ନଗରର ଜଣେ ୨୨ ବର୍ଷୀୟ ଯୁବକ କରୋନାରେ ପଜିଟିଭ୍ ଥିବା...

ଭୁବନେଶ୍ୱରରୁ ପୁଣି ୫ ପଜିଟିଭ୍, ମୋଟ ଆକ୍ରାନ୍ତ ସଂଖ୍ୟା ୧୩୨କୁ ବୃଦ୍ଧି

ଓଡ଼ିଶାଲାଇଭ୍ କରୋନା ବ୍ୟୁରୋ ଭୁବନେଶ୍ୱରରେ ପୁଣି ବୃଦ୍ଧି ପାଇଲା କରୋନା ପଜିଟିଭ୍ ସଂଖ୍ୟା। ମଙ୍ଗଳବାର ରାଜ୍ୟରେ ଚିହ୍ନଟ ହୋଇଥିବା ଆକ୍ରାନ୍ତଙ୍କ ମଧ୍ୟରୁ ୫ ଜଣ ରାଜଧାନୀ ଭୁବନେଶ୍ୱରର ବୋଲି ବିଏମସି ଟୁଇଟ୍ କରି ସୂଚନା...

ଦିଲ୍ଲୀ ସ୍ଵାସ୍ଥ୍ୟମନ୍ତ୍ରୀ ସତ୍ୟେନ୍ଦ୍ର ଜୈନଙ୍କ ଶ୍ୱାସକ୍ରିୟାରେ ସମସ୍ୟା, ହସ୍ପିଟାଲରେ ହେଲା କରୋନା ଟେଷ୍ଟିଂ

ଓଡ଼ିଶାଲାଇଭ୍ ବ୍ୟୁରୋ ଦିଲ୍ଲୀ ସ୍ୱାସ୍ଥ୍ୟମନ୍ତ୍ରୀ ସତ୍ୟେନ୍ଦ୍ର ଜୈନ ହସ୍ପିଟାଲରେ ଭର୍ତ୍ତି। ମଙ୍ଗଳବାର ତାଙ୍କର ଶ୍ୱାସକ୍ରିୟାରେ ସମସ୍ୟା ଦେଖାଯିବା ପରେ ତାଙ୍କୁ ଦିଲ୍ଲୀର ରାଜୀବ ଗାନ୍ଧୀ ସୁପର ସ୍ପେଶିଆଲିଷ୍ଟ ହସ୍ପିଟାଲରେ ଭର୍ତ୍ତି କରାଯାଇଛି। ଶ୍ଵାସକ୍ରିୟା ବାଧାପ୍ରାପ୍ତ ହେବା...

ଦିନକରେ ଦେଶରେ ୧୦ ହଜାରରୁ ଅଧିକ ପଜିଟିଭ୍, ମୃତ୍ୟୁସଂଖ୍ୟା ୯୯୦୦କୁ ବୃଦ୍ଧି

ଓଡ଼ିଶାଲାଇଭ୍ କରୋନା ବ୍ୟୁରୋ ଦେଶରେ ହୁ ହୁ ହୋଇ ବଢ଼ିଚାଲିଛି କରୋନା ସଂକ୍ରମିତଙ୍କ ସଂଖ୍ୟା। ଗତକାଲି ୨୪ ଘଣ୍ଟା ମଧ୍ୟରେ ଏହି ସଂଖ୍ୟା ଆହୁରି ୧୦ ହଜାରରୁ ଅଧିକ ବଢ଼ିଥିବାବେଳେ ମୃତ୍ୟୁସଂଖ୍ୟା ମଧ୍ୟ ୩୮୦...

ରାଜ୍ୟରେ ପୁଣି ୧୦୮ କରୋନା ପଜିଟିଭ୍ ଚିହ୍ନଟ, ଆକ୍ରାନ୍ତଙ୍କ ସଂଖ୍ୟା ୪୧୬୩କୁ ବୃଦ୍ଧି

ଓଡ଼ିଶାଲାଇଭ୍ କରୋନା ବ୍ୟୁରୋ ରାଜ୍ୟରେ ପୁଣି ବଢ଼ିଲା କରୋନା ପଜିଟିଭ୍ ସଂଖ୍ୟା। ମଙ୍ଗଳବାର ରାଜ୍ୟରେ ଆଉ ୧୦୮ ପଜିଟିଭ୍ ଚିହ୍ନଟ ହେବା ସହିତ ମୋଟ ଆକ୍ରାନ୍ତଙ୍କ ସଂଖ୍ୟା ୪୧ ଶହ ଉପରେ ପହଞ୍ଚିଛି। ନୂଆକରି ଚିହ୍ନଟ...

ଆଜିଠୁ ଘର ଘର ବୁଲି କରୋନା ଲକ୍ଷଣ ଖୋଜିବେ ଆଶା ଓ ଏଏନ୍ଏମ୍ କର୍ମୀ

ଓଡ଼ିଶାଲାଇଭ୍‌ ବ୍ୟୁରୋ କରୋନା ସଂକ୍ରମଣକୁ ଦୃଷ୍ଟିରେ ରଖି ରାଜ୍ୟ ସରକାର ଆଜିଠୁ ସ୍ୱତନ୍ତ୍ର ଅଭିଯାନ ଆରମ୍ଭ କରୁଛନ୍ତି। କରୋନା ଲକ୍ଷଣ ଖୋଜିବା ପାଇଁ ଆଶା ଏବଂ ଏଏନ୍‌ଏମ୍‌ କର୍ମୀ ଘର ଘର ବୁଲି ସର୍ଭେ...

ନୟାଗଡ଼: ୧୧୬ରେ ପହଞ୍ଚିଲା କରୋନା ଆକ୍ରାନ୍ତଙ୍କ ସଂଖ୍ୟା, ସୁସ୍ଥ ହାର ୮୧.୮୯ ପ୍ରତିଶତ

ଓଡ଼ିଶାଲାଇଭ୍‌ ବ୍ୟୁରୋ ଜୁନ ୧୫ ତାରିଖରେ ୪ଟି ନୂଆ ପଜିଟିଭ୍ କେସ୍‌କୁ ମିଶାଇ ନୟାଗଡ଼ ଜିଲ୍ଲାରେ ଆକ୍ରାନ୍ତଙ୍କ ସଂଖ୍ୟା ୧୧୬ରେ ପହଞ୍ଚିଛି। ସେଥିମଧ୍ୟରୁ କ୍ୱାରେଣ୍ଟାଇନ୍ ସେଣ୍ଟରରୁ ୧୦୪ ଆକ୍ରାନ୍ତ ଚିହ୍ନଟ ହୋଇଥିବା ବେଳେ  କ୍ୱାରେଣ୍ଟାଇନ...

ଆଜିର କରୋନା ରେଜଲ୍ଟ – ୧୪୬/୧୪୬

ଓଡ଼ିଶାଲାଇଭ୍‌ ବ୍ୟୁରୋ ଆଜି ରାଜ୍ୟରେ ଯେତିକି ଆକ୍ରାନ୍ତ ଚିହ୍ନଟ ସେତିକି ସୁସ୍ଥ। ଓଡ଼ିଶାବାସୀଙ୍କ ପାଇଁ ଆଶ୍ଵସ୍ତିକର ଖବର ଆଣିଛି ଆଜିର କରୋନା ରେଜଲ୍ଟ। ଆଜି ଯେତିକି ଲୋକ ଏହି ମହାମାରୀରେ ଆକ୍ରାନ୍ତ ହୋଇଛନ୍ତି ସେତିକି ଲୋକ...

ନିଆରା ଢଙ୍ଗରେ ରଜ ପାଳିଲେ ପୁନେରେ ରହୁଥିବା ଓଡ଼ିଆ

ଓଡ଼ିଶାଲାଇଭ୍‌ ବ୍ୟୁରୋ ଓଡ଼ିଶାର ଗଣପର୍ବ ରଜକୁ ନିଆରା ଢଙ୍ଗରେ ପାଳିଛନ୍ତି ପୁନେରେ ରହୁଥିବା ପ୍ରବାସୀ ଓଡ଼ିଆ। ଏଠାରେ କାର୍ଯ୍ୟ କରୁଥିବା ସ୍ୱଛାସେବୀ ସଂଗଠନ ସ୍ପ୍ରେଡ ହାପିନେସ ଫାଉଣ୍ଡେସନର ସଦସ୍ୟମାନେ ଲୋକଙ୍କୁ କୋଭିଡ ସମ୍ପର୍କରେ ସଚ଼େତନ...

କରୋନା ମୁକାବିଲାରେ ଓଡ଼ିଶା ଆଗରେ – ଏବେ ସୁଦ୍ଧା ୨ ଲକ୍ଷରୁ ଅଧିକ ଟେଷ୍ଟିଂ, କାଲିଠୁ ସ୍ୱତନ୍ତ୍ର ଅଭିଯାନ

ଓଡ଼ିଶାଲାଇଭ୍ ବ୍ୟୁରୋ କରୋନାକୁ ନେଇ ଆଜି ପ୍ରେସମିଟ୍ ଜରିଆରେ ସୂଚନା ଦେଇଛନ୍ତି ଜାତୀୟ ସ୍ୱାସ୍ଥ୍ୟ ମିଶନର ନିର୍ଦ୍ଦେଶିକା ଶାଳିନୀ ପଣ୍ଡିତ। ରାଜ୍ୟରେ ଏବେ ସୁଦ୍ଧା ୨ ଲକ୍ଷରୁ ଅଧିକ ସାମ୍ପୁଲ ପରୀକ୍ଷା ହୋଇଛି ଜୁନ୍...